କର୍କଟ ଏବଂ ହୃଦଘାତକୁ ପରାସ୍ତ କରେ ଚେରି ଟମାଟୋ: ଅନ୍ୟାନ୍ୟ ସମସ୍ୟାରୁ ବି ଦିଏ ମୁକ୍ତି..
ରୋଷେଇ କରିବା ସମୟରେ ସମସ୍ତେ ଟମାଟୋ ବ୍ୟବହାର କରନ୍ତି । କିନ୍ତୁ ବହୁତ କମ୍ ଲୋକ ଚେରି ଟମାଟୋ ଖାଆନ୍ତି । ଏହି ଚେରି ଟମାଟୋ, ଯାହା ଦେଖିବାକୁ ଛୋଟ ଦେଖାଯାଏ । ହେଲେ ପ୍ରମୁଖ ରୋଗକୁ ପରାସ୍ତ କରିବାରେ ଏହା ବେଶ ପ୍ରଭାବଶାଳୀ । ବଜାରରେ ଉପଲବ୍ଧ ହେଉଥିବା ସାଧାରଣ ଟମାଟୋ ଅପେକ୍ଷା ଚେରି…