Latest Odisha News

BREAKING NEWS

ରାଜଧାନୀର ସାଂସଦ ହୋଇ ନିଜକୁ ଅସୁରକ୍ଷିତ ମଣୁଛି: ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବା ବେଳେ ବାରମ୍ବାର ବିରୋଧର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ରବିବାର ସାଂସଦ ଅପରାଜିତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ତାଙ୍କ ସୁରକ୍ଷା ପାଇଁ…

୨୦୨୪ ପରେ ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ: ରସିଦ ଅଲଭି

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ବିଜେପିକୁ ଚ୍ୟାଲେଞ୍ଜ କରି ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି ସାରିଲେଣି। ଏବେ ପର୍ଯ୍ୟନ୍ତ ଏହି ମହାମେଣ୍ଟର ନେତାଙ୍କ ନାମ ବି ଘୋଷଣା କରାଯାଇ ନାହିଁ। ହେଲେ ଏହାରି ଭିତରେ…

ବିକାଶ କାମର ହିସାବ ମାଗିବାକୁ ଯାଇ ଡାବୁଗାଁ ବିଜେଡି ବିଧାୟକଙ୍କୁ ଘେରିଗଲେ ଲୋକେ

ନବରଙ୍ଗପୁର: ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କୁ ନିକଟରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଅଞ୍ଚଳରେ କିଛି ଯୁବକ ଘେରାଉ କରି ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉନ୍ନୟନ ମୂଳକ କାମର ରିପୋର୍ଟ ମାଗିବା ପରେ ତାଙ୍କୁ ଏକ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ବିକାଶ…

ଭିଜିଲାନ୍ସ କେସ ରଫାଦଫା କରିବାକୁ ପୋଲିସ ମାଗୁଛି ଲାଞ୍ଚ, ଅଡିଓ ଭାଇରାଲ

ଭୁବନେଶ୍ୱର: ପୋଲିସ ମାଗୁଛି ଲାଞ୍ଚ। ଭିଜିଲାନ୍ସ କେସ ରଫାଦଫା କରିବାକୁ ମହିଳା ପୋଲିସ ଲାଞ୍ଚ ମାଗୁଥିବାର ଅଡିଓ ଭାଇରାଲ ହୋଇଛି। ଭିଜିଲାନ୍ସ ଜାଲରେ ଫସିଥିବା ଜଣେ ଅଭିଯୁକ୍ତଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟର ଜଣେ ମହିଳା କନେଷ୍ଟବଳ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏହାପରେ ଉଭୟ…

ରାଜଧାନୀକୁ ଡରାଉଛି ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି। ସେହିପରି ସୋମବାରଠାରୁ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇଆରସି ଭିଲେଜ ସହରାଞ୍ଚଳ ହସ୍ପିଟାଲରେ ଆଉ ଦୁଇଟି ଟେଷ୍ଟିଂ ସେଣ୍ଟର…

ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଖାଲିସ୍ତାନୀ ସ୍ଲୋଗାନ

ନୂଆଦିଲ୍ଲୀ: କିଛି ଦିନ ପରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି -୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି ମଧ୍ୟ ଏଥିରେ ସାମିଲ ହେବେ। ତେବେ ଏପରି ସମୟରେ ଦିଲ୍ଲୀର…

ଫିରିଙ୍ଗିଆ: ଦୁଇ ନିଲମ୍ବିତ ହୋମଗାର୍ଡ ଏବଂ ଆଇଆଇସିଙ୍କ ବିରୋଧରେ ରୁଜୁ ହେଲା ମାମଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଭିଡିଓ ଭାଇରାଲ ଘଟଣାରେ ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନାହାକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକଙ୍କ ବିରୋଧରେ…

ମୁମ୍ବାଇ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ; ୩ ମୃତ, ୨ ଗୁରୁତର

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳସ୍ଥିତ ଗାଲାକ୍ସି ହୋଟେଲରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି…

ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

ଆସାମ: ବିଜେପି ସାଂସଦଙ୍କ ବାସଭବନରୁ ଉଦ୍ଧାର ହୋଇଛି ଏକ ୧୦ ବର୍ଷୀୟ ବାଳକର ମୃତଦେହ । ଆସାମ ସିଲଚର ଲୋକସଭା ଆସନର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତକାଲି ବାଳକର ମୃତଦେହ ମିଳିଥିଲା। ବାଳକର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି । ବାଳକ ଜଣକ ନିଜ…

୧୨ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ, ଆଗାମୀ ୩ ଦିନ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସମଗ୍ର ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇଥିବା ବେଳେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୩ ଦିନ ମଧ୍ୟରେ ଅନେକ ଜିଲ୍ଲା ପାଇଁ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୨୮ ତାରିଖ, ସୋମବାର ଅପରାହ୍ନ…