Latest Odisha News

BREAKING NEWS

ମହିଳାଙ୍କ ମୃତ୍ୟୁ: ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀ ସମେତ ତିନି ଗିରଫ

କଟକ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ। ଶଙ୍କରପୁର ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ବାପ ଘର ଲୋକଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାଁ ସୋନାଲିକା ଦାସ। ବାଦାମବାଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିମାନେ…

ନକଲି ନୋଟ୍ କାରବାର: ବାଲେଶ୍ୱରରୁ ଜଣେ ମହିଳାଙ୍କ ସମେତ ଦୁଇ ଗିରଫ

ବାଲେଶ୍ୱର: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶନିବାର ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ନୀଳଗିରି ଥାନା ଅନ୍ତର୍ଗତ ସାନ୍ତରାଗଡିଆ ନୂଆପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୬୦) ଏବଂ ମହିଳା ଜଣକ ଖଇରା ଅଞ୍ଚଳର ସାହାରପୁର ଗ୍ରାମର ବୀଣାପାଣି ମୁଖୀ (୫୦)…

ସପ୍ତାହକ ମଧ୍ୟରେ ଦ୍ବିତୀୟ ରେଡ୍, ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ ସହ ତିନି ଗିରଫ

ବରଗଡ଼: ତିନି ଜଣଙ୍କୁ ଗିରଫ କରିବା ସହ ଶନିବାର ଦିନ ପୋଲିସ ବରଗଡ଼ ଟାଉନ୍ ଥାନା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ କରିଛି। ଏହି ରାକେଟର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ପୁଲିସର ଏକ ଟିମ୍ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। ବରଗଡ଼ ଏସପି…

ଚନ୍ଦ୍ର ପରେ  ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ-୧ ପଠାଇବାର ତାରିଖ ଘୋଷଣା କଲା ଇସ୍ରୋ

ବାଙ୍ଗାଲୋର: ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ପୂର୍ବରୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା ସେପ୍ଟେମ୍ବର ପ୍ରଥମ  ସପ୍ତାହରେ ସୂର୍ଯ୍ୟକୁ ପଠାଇବ ଆଦିତ୍ୟ ଏଲ-୧  । ଏବେ ଇସ୍ରୋ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।…

‘‘ନିର୍ବାଚିତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅପମାନିତ କରିବେ,  ଏ ସାହସ ଦେଲା କିଏ ?’’

ଭୁବନେଶ୍ୱର: ଓଡ଼ିଶା ହେଉଛି ଭାରତବର୍ଷରେ ଏକମାତ୍ର ରାଜ୍ୟ ଯେଉଁଠାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାଧାରଣ ସଭାରେ ଅପମାନିତ କରନ୍ତି । ବିଧାୟକଙ୍କ ବିରୋଧରେ ଭାଷଣବାଜୀ ମଧ୍ୟ କରନ୍ତି । କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ…

ଆସନ୍ତୁ ଜାଣିବା କେଉଁ ସ୍ଥାନକୁ କୁହାଯାଏ ଭାରତର ବ୍ଲାକ ମ୍ୟାଜିକର ରାଜଧାନୀ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ କହିଲେ ଭୁଲ ହେବନି । ଆସାମର ଏପରି ଏକ ଗ୍ରାମ ରହିଛି ଯାହାକୁ ବ୍ଲାକ ମ୍ୟାଜିକର ରାଜଧାନୀ କୁହାଯାଏ । ଏହି ଗ୍ରାମକୁ ଯିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଥିଲେ ମଧ୍ୟ ସେଠାରେ ପାଦ ଦେବା କ୍ଷଣି ଏକ ଭୟଙ୍କର ଅନୁଭୂତି ସୃଷ୍ଟି ହୋଇଥାଏ । ଗୌହାଟୀର ୪୦ କିଲୋମିଟର…

ମଦ ନଷ୍ଟ କରିବା ପାଇଁ ଫ୍ରାନ୍ସ ଖର୍ଚ୍ଚ କରିବ ୧୭୮୦ କୋଟି

ନୂଆଦିଲ୍ଲୀ: ଫ୍ରାନ୍ସ ସରକାର ଦେଶରେ ଅତିରିକ୍ତ ମଦ ଉତ୍ପାଦନକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏ ବାବଦକୁ ସରକାର ୧୭୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମଦ ନଷ୍ଟ କରି ସରକାର ଦାମକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏହା…

ଆଇବିଏସଏ ୱାର୍ଲ୍ଡ ଗେମ୍ସ: ଦୃଷ୍ଟିହୀନ ଭାରତ ମହିଳା ଟିମ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଭାରତର ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଫାଇନାଲରେ ସେମାନେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଏବଂ…

ବଲିଉଡର ପୁରୁଣା ଦିନ ଫେରୁଛି, ୬ ଫିଲ୍ମ କଲେଣି ୧୧୦୦କୋଟି ଟଙ୍କାର କାରୋବାର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ କରୋନା ମହାମାରୀ ବଲିଉଡର ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ସିନେମା ଘର ବନ୍ଦ ହୋଇଯାଇଥିଲା । ଏହି ସମୟରେ ସାଉଥ ଫିଲ୍ମର ସଫଳତା ବଲିଉଡ ମେକର୍ସଙ୍କ ମୁଣ୍ଡ ବ୍ୟଥାର କାରଣ ଏବେ ସ୍ଥିତି ସୁଧୁରିବାରେ…

ବିକ୍ରି ହେବ ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ; ବଲିଉଡର ଏହି ଅଭିନେତ୍ରୀ କିଣିବେ ଘର

ମୁମ୍ବାଇ:ଯଦିଓ ବଲିଉଡକୁ ଆସିବା ତାଙ୍କର ଅନେକ ଦିନ ହୋଇଗଲାଣି ତେବେ ନିକଟରେ ରିଲିଜ ହୋଇଥିବା ‘ଦ କେରଳ ଷ୍ଟୋରି’ ତାଙ୍କୁ ଦେଇଥିଲା ପ୍ରକୃତ ପରିଚୟ । ହଁ, ଆମେ ଅଦା ଶର୍ମାଙ୍କ କଥା କହୁଛୁ । ସେଇ ଅଦା ଶର୍ମା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ତାଙ୍କର…