Latest Odisha News

BREAKING NEWS

ତେଲେଙ୍ଗାନାରେ ଭୂମିକମ୍ପ ଝଟକା : କ୍ଷୟକ୍ଷତିର ସୂଚନା ନାହିଁ

ତେଲେଙ୍ଗାନା: ତେଲେଙ୍ଗାନାରେ ଭୂକମ୍ପ ଝଟକା । ଆଜି ସକାଳୁ ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ସକାଳ ପ୍ରାୟ ୪ଟା୩୦ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ…

ନୂଆପଡ଼ାରେ ପୁଣି ଲାଲ ତାଣ୍ଡବ: ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ବାଟର

ନୂଆପଡ଼ା: ପୁଣି ମାତିଲେ ମାଓବାଦୀ । ନୂଆପଡ଼ାରେ ରଚିଲେ ଲାଲ ତାଣ୍ଡବ । ଜେସିବି ପୋଡିବା ସହ ଭାଙ୍ଗିଦେଲେ ଫରେଷ୍ଟ କ୍ବାଟର । ଗତକାଲି ବିଳମ୍ବିତ ରାତିରେ ନୂଆପଡ଼ା ଥାନା ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ମାଓବାଦୀମାନେ ଭିଆଇଛନ୍ତି ଏଭଳି ବର୍ବର କାଣ୍ଡ । ଏଥିସହ ଘଟଣା ସ୍ଥଳରେ ୮ଟି…

କୁବେର ଡିଏଫଓ: ରଖିଥିଲେ ମାଳମାଳ ପ୍ଲଟ, ଏକାଧିକ କୋଠା

ଭୁବନେଶ୍ୱର: କୋଟିପତିଡିଏଫଓଙ୍କ ବାହାରିଲା ଅଚଳାଚଳ ସମ୍ପତ୍ତି । ସମ୍ପତ୍ତି ଦେଖି ଭିଜିଲାନ୍ସ  ଅଫିସର ବି ଟେରା । ଯେତେ ଖୋଜୁଥିଲେ ସେତେ ବାହାରୁଥିଲା । ମାଳ ମାଳ ପ୍ଲଟ ଓ ଫ୍ଲାଟ । ରାୟଗଡା  ଡିଏଫଓ ବିଜୟ କୁମାର ପରିଡାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁର ପ୍ରମୁଖ ସ୍ଥାନରେ ରହିଛି…

ଭାରତର ଚନ୍ଦ୍ରଯାନ ସଫଳତାରେ ଜଳୁଛି ବ୍ରିଟେନ: ଟୁଇଟରରେ ଲାଗିଲା ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବା ପରେ ଅନେକ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପକ୍ଷେ ଭାରତର ଏହି ସଫଳତାରେ ଅନେକ ଦେଶ ଇର୍ଷାରେ ଜଳୁଛନ୍ତି ମଧ୍ୟ । ଚନ୍ଦ୍ରଯାନର ସଫଳତା ପରେ ବ୍ରିଟେନ ଅସୂୟା ମନୋଭାବ ଏବେ ପଦାକୁ ଆସିଛି ।ଏହାକୁ…

କବିତା : ଘର

ରାମକୃଷ୍ଣ ଏ ଘର କେବଳ ମୋର ନୁହେଁ ଅନେକନଙ୍କର , ପ୍ରାୟ ସମସ୍ତଙ୍କର ଠିକ୍ ଘର ନୁହେଁ ତ ଏକ ପାନ୍ଥଶାଳା ମଣିଷ ପାଇଁ ନୁହେଁ କେବଳ ପଶୁ ପକ୍ଷୀ ସଭିଁକ ପାଇଁ ଝରକା କବାଟ ସବୁବେଳେ ଖୋଲା ମେଲା ଇଟା ସିମେଣ୍ଟ ଛଡରେ ନୁହେଁ ରକ୍ତ ମାଂସ ହାଡରେ ତିଆରି ଏଘର ସମସ୍ତଙ୍କ ସବୁ ଇଚ୍ଛା…

ତିବତ ସହ ଭାରତର ଦୃଢ଼ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ରହିଛି: ତିବତୀୟ ନେତା

ଭୁବନେଶ୍ୱର: ଧର୍ମ ଓ ଭାଷା ଭିତିରେ ଭାରତ ସହ ତିବତର ଦୃଢ଼ ସମ୍ପର୍କ ରହିଆସିଛି ବୋଲି ବୁଧବାର ନିର୍ବାସନରେ ଥିବା ତିବତୀୟ ସଂସଦର ସଦସ୍ୟ ଶ୍ରୀମତି ୟୁଡନ୍ ଅକାତ୍‌ସାଙ୍ଗ୍ କହିଛନ୍ତି । ତିବତୀୟଙ୍କ ଦ୍ୱାରା ଅନୁସୃତ ବୌଦ୍ଧ ଧର୍ମ ଓ ଭାଷା ଭାରତରୁ ଆସିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

ମାସକ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ମମ୍ ସର୍ଜନ୍‌

ଭୁବନେଶ୍ୱର: ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍‌ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟ୍ରିକ୍ ସର୍ଜନ୍ । “ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲ୍‌ରେ କରୁଛୁ ତେବେ ଶିଶୁଟିର…

ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ…

ଆଶ୍ୱସ୍ତିକର ଖବର; ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର

କଟକ: ରାଜ୍ୟ ପାଇଁ ଆସିଲା ଆଶ୍ୱସ୍ତିକର ଖବର। ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରେ କମିଛି ସଡ଼କ ଦୁର୍ଘଟଣା। ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା…

ଏନଏମସି ଦ୍ୱାରା କେବଳ ଜେନେରିକ ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ଜାରୀ କରାଯାଇଥିବା ନିର୍ଦ୍ଦେଶନାମା ଉପରେ ରୋକ

ନୂଆଦିଲ୍ଲୀ: ନ୍ୟାଶନାଲ ମେଡିକାଲ କମିଶନ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥିଲେ । ଏବେ ଏହି ନିର୍ଦ୍ଦେଶନାମା ଉପରେ ରୋକ ଲଗାଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏଶନ ଓ ଫେଡେରେଶନ ଅଫ ରେସିଡେଂଟ ଡକ୍ଟର ଆସୋସିଏଶନ ଏ ନେଇ କେନ୍ଦ୍ର ସରକାର ଓ…