ଓଡିଶା ପ୍ରସିଦ୍ଧ ମା ‘କାଳିଜାଈ’ ପୀଠ: ଜାଣନ୍ତୁ ଏହି ପୀଠର ମହିମା
ଖୋର୍ଦ୍ଧା: ଭାରତ ହେଉଛି ମନ୍ଦିରର ଭଣ୍ଡାର । ଏଠାରେ ରହିଛି ଅନେକ ଛୋଟ ବଡ ମନ୍ଦିର । କିଛି ମନ୍ଦିରର ରହିଛି କିଛି ଏପରି ଚମତ୍କାର ରହସ୍ୟ ଯାହା ଆଗରେ ସମସ୍ତେ ନତ ମସ୍ତକ। ସେଥିମଧ୍ୟରୁ ଓଡିଶାର ଅନ୍ୟତମ ଦେବୀ ପୀଠ ହେଉଛି ‘କାଳିଜାଈ’ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରୁ ୧୮ କିଲୋମିଟର…