Latest Odisha News

BREAKING NEWS

କବିତା : ହେ ଭୋଳା ଶଙ୍କର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୃଜା ପାଉଅଛ ଏ ମରତେ ‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ପୂଜିବୁ ତୁମ୍ଭକୁ ଆମେ ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହର୍ଷେ ।…

କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶାରୁ କେହି ନାହାନ୍ତି, ପ୍ରଭାରୀ ତାଲିକାରେ ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏକ ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ କରାଯାଇଛି। 39 ଜଣ ସିଡବ୍ଲୁସି ସଦସ୍ୟଙ୍କ ତାଲିକାରେ ଓଡ଼ିଶାରୁ…

ଯାଜପୁର: ବୋମାମାଡ଼ରେ ୬ ଆହତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନାଗରେ ବୋମା ମାଡ଼। ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାରକୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବୋମାମାଡ଼ କରି…

ନିଜର ସମସ୍ୟା ଓ ଭବିଷ୍ୟତର ଆକାଂକ୍ଷା ବଖାଣିଲେ ଗ୍ରାମାଂଚଳ ବାସୀ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ, ମୃତିକା କ୍ଷୟ, ଆଦିବାସୀଙ୍କ ଶୋଷଣ ଓ ମହିଳାଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଉଦ୍‌ଯାପିତ ହୋଇଥିବା ଏକ ଦୁଇ ଦିନିଆ ସମ୍ମିଳନୀରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଆଲୋଚନା କରାଯାଇଛି । ଡିଜିଟାଲ୍…

ଆସନ୍ତୁ ଜାଣିବା ଗଦର ୨ ସଫଳତା ପରେ ସନୀ କେଉଁ ଫିଲ୍ମ ସାଇନ କରିଛନ୍ତି

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କୁ ଅନେକ ଫିଲ୍ମ ଅଫର ହେଉଥିବା ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଉଛି । ପ୍ରଥମେ ବର୍ଡର ୨ ଓ ଏବେ ମା ତୁଝେ ସଲାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ମା ତୁଝେ ସଲାମର ସିକ୍ୱେଲ ଫଟୋ ମଧ୍ୟ ପ୍ରକାଶ ପାଇଛି । ଅବଶ୍ୟ ଏଥିରେ…

ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ସହ ଅଲିମ୍ପିକ କୋଟା ହାସଲ କଲେ ଅଖିଳ

ନୂଆଦିଲ୍ଲୀ: ଭାରତୀୟ ଶୁଟର ଅଖିଳ ଶ୍ୟାରାଣ ଆଗାମୀ ଅଲିମ୍ପିକ୍ସ ପାଇଁ ଭାରତ ପକ୍ଷରୁ ୧୧ତମ କୋଟା ହାସଲ କରିଛନ୍ତି । ବାକୁରେ ଚାଲିଥିବା ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ସେ ପୁରୁଷ ୫୦ ମିଟର ଥ୍ରୀ ପୋଜିଶନ ଇଭେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ୫୦ ମିଟର ଥ୍ରୀ ପୋଜିଶନ ରାଇଫଲ…

ଏସିଆ କପ କ୍ରିକେଟ: ବୁମରାହ ହୋଇପାରନ୍ତି ଉପ ଅଧିନାୟକ, ବିଶ୍ୱକପକୁ ଆଖି ଆଗରେ ରଖି ହେବ ଦଳ ଚୟନ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ରିପୋର୍ଟ ମୁତାବକ ଯଶପ୍ରୀତ…

ମହିଳା ବିଶ୍ୱକପ ଫୁଟବଲ: ପ୍ରଥମ ଥର ପାଇଁ ଟାଇଟଲ ହାସଲ କଲା ସ୍ପେନ

ମେଲବୋର୍ଣ୍ଣ: ସ୍ପେନ ମହିଳା ବିଶ୍ୱକପ ଫୁଟବଲ ୨୦୨୩ ସଂସ୍କରଣର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ହାଇ ଭୋଲଟେଜ ଫାଇନାଲରେ ସ୍ପେନ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ମେଗା ଇଭେଂଟରେ ଚାମ୍ପିୟନ ହୋଇଛି । ଇଂଲଣ୍ଡ ରନର୍ସଅପରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ଏହି…

ରିଲିଜ୍ ହେଲା ‘କରାଚୀ ଟୁ ନୋଏଡା’ ଫିଲ୍ମର ପ୍ରଥମ ପୋଷ୍ଟର

ମୁମ୍ଵାଇ: ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ପ୍ରତିଦିନ ନୂଆ ନୂଆ ଆଲୋଚନା ହେଉଛି । ତେବେ…

ଲିକ ହେଲା ଟାଇଗର ୩ର କ୍ଲିପ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବେ ଟାଇଗର ୩ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୧ ଏପ୍ରିଲରେ ରିଲିଜ ହୋଇଥିବା କିସି କେ ଭାଇ କିସି ଜେ ଜାନ ଫିଲ୍ମ ଫ୍ଲପ ହେବା ପରେ ସଲମାନଙ୍କ ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ଟାଇଗର ୩ରେ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ । ଇତି…