Latest Odisha News

BREAKING NEWS

ବାସ୍ନା ଯେପରି, ହିତକାରୀ ବି ସେପରି: ଶରୀର ପାଇଁ ଉପକାରୀ ଗୋଲାପ

ଭୁବନେଶ୍ଵର: ଗୋଲାପ ଫୁଲ ଦେଖିବା ପାଇଁ ଯେତେ ସୁନ୍ଦର, ତାର ବାସ୍ନା ବି ସେତେ ମଧୁର । ଗୋଲାପର ମହକରେ ପୁରା ବାତାବରଣ ଖୁସିରେ ଭରି ଯାଏ । ଏଥିପାଇଁ ସବୁ ବ୍ୟକ୍ତି ତାଙ୍କ ପ୍ରେମ କୁ ବ୍ୟକ୍ତ କରିବା ପାଇଁ ଗୋଲାପ ଫୁଲର ବ୍ୟବହାର କରନ୍ତି । ଏମିତି କି ଏ ଫୁଲ ରେ ସାଜସଜ୍ଜା ହୁଏ, ଏଥିରେ ତିଆରି…

ପୁଣି ଚର୍ଚ୍ଚାରେ ରିକି କେଜ: ଗାଇଲେ ଜାତୀୟ ସଙ୍ଗୀତର ନୂଆ ଭର୍ସନ

ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳ ପରେ ପୁଣି ଚର୍ଚ୍ଚାରେ ଗ୍ରାମି ବିଜେତା ତଥା ବିଶ୍ୱ ପ୍ରସିଦ୍ଧ ସଂଗୀତଜ୍ଞ ରିକି କେଜ । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ସଙ୍ଗୀତର ଏକ ନୂତନ ଇନ୍‌ଷ୍ଟ୍ରୁମେଣ୍ଟ ଭର୍ସନ ଜାରି କରିଛନ୍ତି ରିକି । ଏହାକୁ ଲଣ୍ଡନ ସ୍ଥିତ ୧୦୦ ସଦସ୍ୟ ବିଶିଷ୍ଟ ରୟାଲ…

୧୮ରେ ଲଘୁୁଚାପ; ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସୁଛି ଲଘୁଚାପ । ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଣ  ଘୂର୍ଣ୍ଣିବଳୟ ସକ୍ରିୟ ହେଉଛି । ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭବନା ଦେଖା ଦେଇଛି । ଏପରି ହୋଇଥିବା ଅନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ । ‘ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬…

ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲା, ହେଲାନି ସାକ୍ଷ୍ୟ ଗ୍ରହଣ

କନ୍ଧମାଳ: ବହୁଚର୍ଚ୍ଚିତ କନ୍ଧମାଳ ନନ୍‌ ଗଣଦୁଷ୍କର୍ମ ମାମଲାରେ ଆଜି କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହେଲେ ନନ୍। କୋର୍ଟରେ ହେଲାନି ସାକ୍ଷ୍ୟ ଗ୍ରହଣ। ନନ୍‌ଙ୍କ ପକ୍ଷରୁ ସରକାରଙ୍କ ତରଫରୁ କୌଣସି ଓକିଲ ନିଯୁକ୍ତ ହୋଇନଥିବାରୁ ଏହି ମାମଲାଟି ପରିଚାଳନା ହୋଇପାରିଲା ନାହିଁ। ପୂର୍ବରୁ…

ଅଲ ହିଲାଲ କ୍ଲବ ସହିତ ଚୁକ୍ତିବଦ୍ଧ ହେଲେ ନେମାର

ନୂଆଦିଲ୍ଲୀ: ବ୍ରାଜିଲର ଲୋକପ୍ରିୟ ଫୁଟବଲ ଖେଳାଳି ଜୁନିୟର ନେମାର ସାଉଦି ଆରବର ଅଲ ହିଲାଲ କ୍ଲବ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏଥିସହ ସେ ପିଏସଜି କ୍ଲବ ଛାଡିଛନ୍ତି । ଅଲ ହିଲାଲ ଟ୍ରାନ୍ସଫର ଫି ବାବଦକୁ ପିଏସଜିକୁ ୯୦ ମିଲିୟନ ୟୁରୋ ଦେଇଥିବା ଖବର ପ୍ରକାଶ ପାଇଛି । ବର୍ଷକୁ ୧୦୦ ମିଲିୟନ ୟୁରୋ…

ଅଜିତ-ଶରଦ ଗୁପ୍ତ ବୈଠକ; କଂଗ୍ରେସ, ଶିବସେନାର ବଢିଲା ଚିନ୍ତା

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେଇଛି । ଏହି ସାକ୍ଷାତ ପରେ ଅନେକ କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି, ଶରଦ ପାୱାରଙ୍କୁ ମନାଇବା ପାଇଁ ବିଜେପି ଅଜିତ ପାୱାରଙ୍କ ସହାରା ନେଇଛି । ଅଜିତଙ୍କ ମାଧ୍ୟମରେ ଏକ…

ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା…

ଅଦ୍ଭୁତ ରହସ୍ୟମୟ ମନ୍ଦିର, ଦ୍ୱାର ଖୋଲିଲେ ଘଟିଥାଏ କୌଣସି ବଡ଼ ବିପର୍ଯ୍ୟୟ

ତିରୁଅନନ୍ତପୁରମ: ଭାରତ ବର୍ଷରେ ଏପରି ଅନେକ ମନ୍ଦିର ଅଛି ଯାହା ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଜଡ଼ିତ ରହିଛି। ଅନ୍ୟପକ୍ଷରେ କେତେକ ମନ୍ଦିର ଏତେ ରହସ୍ୟମୟ ଯେ ବିଜ୍ଞାନ ମଧ୍ୟ ତାହାର ସମାଧାନ କରିବାରେ ସକ୍ଷମ ହୋଇ ନାହିଁ। କେରଳର ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦେଶର ସବୁଠାରୁ ଧନୀ…

ଜହ୍ନମାମୁଁର ଏହି ସମ୍ପତି ଉପରେ ରହିଛି ନଜର

ମସ୍କୋ: ପୃଥିବୀର ଉପଗ୍ରହ ଚନ୍ଦ୍ରକୁ ଯିବା ପାଇଁ ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ତେବେ ଏହାର ପ୍ରକୃତ କାରଣ କଣ ? ଜହ୍ନମାମୁଁ ନିକଟରେ ରହିଛି ଏକ ଅମୂଲ୍ୟ ସମ୍ପଦ । ବିଜ୍ଞାନ ଆଳରେ ପରୋକ୍ଷରେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ଏବେ…

ଆକ୍ସନ ମୋଡରେ ବିଏମସି : ଆରମ୍ଭ ହେଲା ଡେଙ୍ଗୁ ଡ୍ରାଇଭ୍, ଆଦାୟ ହେବ ଫାଇନ

ଭୁବନେଶ୍ବର: ଡେଙ୍ଗୁ ରୋକିବାକୁ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ପାଇଁ ଅଭିଯାନ ଆରମ୍ଭ ହୋଇଛି  । ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍  । ମଶା ଅନୁକୁଳ ପରିବେଶ ସୃଷ୍ଟି କରିଥିଲେ ଫାଇନ ଆଦାୟ କରିବ ବିଏମସି । ଘରକୁ…