ସୁପ୍ରିମକୋର୍ଟ ଜାରି କଲେ ହ୍ୟାଣ୍ଡବୁକ୍ : ଯୁକ୍ତି ଶୁଣାଣି କିମ୍ବା ରାୟ ଘୋଷଣାରେ ମହିଳାଙ୍କ ପ୍ରତି ‘ଷ୍ଟେରିଓଟାଇପ’…
ନୂଆଦିଲ୍ଲୀ: ମହିଳାମାନଙ୍କ ସମ୍ମାନର ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି । ମହିଳା ସମ୍ପର୍କିତ ଆଇନଗତ ଫାଇଲପତ୍ରରେ, ବିଚାରବେଳେ ହେଉଥିବା ଯୁକ୍ତିରେ ତଥା କୋର୍ଟ ରାୟରେ ‘ଷ୍ଟେରିଓଟାଇପ’ ଶବ୍ଦର ବ୍ୟବହାର କରାଯାଇ ପାରିବ ନାହିଁ । ସୁଜେଆଇ ଡିୱାଇ…