କେଉଁ ରାଜ୍ୟକୁ ସବୁଠୁ ଅଧିକ କାମ କରିବାକୁ ଯାଇଥାନ୍ତି ଶ୍ରମିକ?
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ତେଜସ୍ୱୀ ଯାଦବ ବିହାର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ବାହାର ରାଜ୍ୟକୁ ବହୁଳମାତ୍ରାରେ ଶ୍ରମିକଙ୍କ ପଳାୟନ ଯୋଗୁଁ, ରାଜ୍ୟକୁ "ଶ୍ରମିକ ପ୍ରଦେଶ" ନାମକରଣ କରାଯିବା ଉଚିତ । ତାଙ୍କ ମନ୍ତବ୍ୟ ପୁଣି ଥରେ ଏକ ପ୍ରମୁଖ ପ୍ରଶ୍ନ ଉଠାଇଛି:…