ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି, ସିଡିଆର ରିପୋର୍ଟରେ ନାହିଁ କୌଣସି ସନ୍ଦିଗ୍ଧ ତଥ୍ୟ- ଡିସିପି
ଭୁବନେଶ୍ୱର: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ନୂଆ ମୋଡ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ଏକଥା କହିଛନ୍ତି ଡିସିପି ପ୍ରତୀକ ସିଂହ ।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡିସିପି ଶୁଭଲକ୍ଷ୍ମୀ ହତ୍ୟାକାଣ୍ଡର ଅନେକ…