ସଦସ୍ୟତା ହରାଇ ପାରନ୍ତି ବିଜେପି ସାଂସଦ ରାମଶଙ୍କର କଠେରିୟା
ନୂଆଦିଲ୍ଲୀ; ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରା ସ୍ଵତନ୍ତ୍ର କୋର୍ଟ । ଏଯାବତ୍ ଏହି ଦଣ୍ଡାଦେଶ ଆଦେଶ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିନାହିଁ । କୋର୍ଟର ଏହି ଆଦେଶ ମିଳିବା ପରେ ରାମଶଙ୍କର କଠେରିୟାଙ୍କ ସଂସଦର ସଦସ୍ୟ ପଦ…