ସାଂସଦ ପଦ ଫେରି ପାଇଲେ ରାହୁଲ; ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି ପରେ ରାହୁଲ ତାଙ୍କ ସାଂସଦ ପଦ ଫେରି ପାଇଛନ୍ତି । ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।
ସୁପ୍ରିମ କୋର୍ଟ ଶୁକ୍ରବାର ମୋଦି ସରନେମ ମାମଲାରେ ରାହୁଲଙ୍କୁ ମିଳିଥିବା ୨ ବର୍ଷ…