Latest Odisha News

BREAKING NEWS

Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ,…

ନୂଆଦିଲ୍ଲୀ: ଦିନ ଥିଲା ଡିଗ୍ରୀ ହାତରେ ଥିଲେ ଚାକିରି ମିଳିବାର ଆଶା ଦୃଢ଼ ଥିଲା। ଏମିତି ବି ଦିନ ଥିଲା ସାଧାରଣ ୧୦ମ ପାସ୍ କରୁଥିବା ବ୍ୟକ୍ତିଟି ବି ସରକାରୀ ଚାକିରୀ ପାଇଁ ମନୋନୀତ ହେଉଥିଲା । ଆଉ ଡିଗ୍ରୀ ପାସ୍ କଲେ ଲୋକେ ଏହାକୁ ଏକ ବଡ ଉପଲବ୍ଧି ବୋଲି ଭାବୁଥିଲେ । କିନ୍ତୁ ବଦଳୁଥିବା…

ଇରାନର ତୈଳ ଟ୍ୟାଙ୍କର୍ ଉଡ଼ାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ମଧ୍ୟରେ ପାରସ୍ୟ ଉପସାଗରର ଖାର୍ଗ ଦ୍ୱୀପ ନିକଟରେ ଆମେରିକା ଅନେକ ଇରାନୀ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ କରିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍) ମଧ୍ୟ ସେପ୍ଟେମ୍ବର ୮ ତାରିଖରେ ଇରାନୀ ଅଶୋଧିତ ତୈଳ ଜାହାଜ…

ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ…

ଗୌହାଟୀ: ପତ୍ନୀଙ୍କୁ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିବା ଘଟଣାରେ ଅଭିଯୁକ୍ତ ସ୍ୱାମୀ ରାମାନୁଜ ଗୋସ୍ୱାମୀ ରବିବାର ଦିନ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ତାକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ତାକୁ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଥିଲା। ପୋଲିସ…

ପିଲାଙ୍କୁ ସୁନା ମୁଦି ଦେବେ ସରକାର…

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ସୁନା ମୁଦି ଯୋଜନା ଅସ୍ଥାୟୀ ଭାବେ ସ୍ଥଗିତ ରହିଛି। ସେପ୍ଟେମ୍ବର ୧୫ରେ ଆରମ୍ଭ ହେବାକୁ ଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଥମ ସରକାରୀ ବିଦେଶ ଗସ୍ତ ପାଇଁ ଲଣ୍ଡନ ଯିବାକୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ସ୍ଥଗିତ କରାଯାଇଛି। ବିଜୟ ଏହି…

Putin-PM Modi meet: BRICS ପୂର୍ବରୁ ମୋଦି-ପୁଟିନଙ୍କ ବଡ଼ ବୈଠକ! ଟେବୁଲ୍‌ରେ ରହିବ Su-57 ଡିଲ୍, ବ୍ୟବସାୟ ଓ ବିଶ୍ୱ…

ନୂଆଦିଲ୍ଲୀ: ଦିଲ୍ଲୀରେ BRICS ସମ୍ମିଳନୀ ପୂର୍ବରୁ ହେବ ଭାରତ-ରୁଷିଆର ଏକ ବଡ଼ ଆଲୋଚନା। ସେପ୍ଟେମ୍ବର ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ ଏହାକୁ ନିଶ୍ଚିତ…

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର…ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା

ପିପିଲି: ମୋବାଇଲ ଟର୍ଚ୍ଚରେ ରୋଗୀସେବା । ଜାତୀୟ ରାଜପଥ ୩୧୬ ପାର୍ଶ୍ବରେ ଥିବା ପୁରୀର ସାକ୍ଷୀଗୋପାଳ ଡାକ୍ତରଖାନାରୁ ଆସିଛି ଏଭଳି ଅଭିଯୋଗ। ସନ୍ଧ୍ୟାରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଡ୍ରେସିଂ ରୁମ, ମେଲ୍ ୱାର୍ଡ ଓ ଡାଇରିଆ ୱାର୍ଡ ପ୍ରାୟ ଏକ ଘଣ୍ଟା ଧରି ଅନ୍ଧାରରେ ରହିଥିଲା । ଫଳରେ…

ଆବୁଧାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୁଞ୍ଜି ନିବେଶ ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଶା ସରକାର ଆବୁଧାବିରେ ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)’ର ବିଭିନ୍ନ ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ୍ କମ୍ପାନୀ…

BRICS Summit: ସଜେଇ ହେଉଛି ଦିଲ୍ଲୀ, ଆସିବେ ବିଶ୍ୱର ବଡ଼ ବଡ଼ ନେତା! BRICS ସମ୍ମିଳନୀ ପାଇଁ ରାଜଧାନୀରେ ହାଇଆଲର୍ଟ…

ନୂଆଦିଲ୍ଲୀ: BRICS ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଦିଲ୍ଲୀ। ସହରର ପ୍ରମୁଖ ସ୍ଥାନଗୁଡ଼ିକ ଆଲୋକମାଳା ଓ ପୋଷ୍ଟରରେ ସଜିଥିବା ବେଳେ, ବିଶ୍ୱର ବଡ଼ ବଡ଼ ନେତା, ବିଦେଶୀ ପ୍ରତିନିଧି ଓ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନଙ୍କୁ ସ୍ୱାଗତ କରିବାକୁ ରାଜଧାନୀ ପ୍ରସ୍ତୁତ। ସେପ୍ଟେମ୍ବର ୧୨ ଓ…

୯ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା; ରାସ୍ତା ଅବରୋଧ କରି ପ୍ରତିବାଦ

ଉଦଳା:ଭତ୍ତା ପାଇଁ ରାସ୍ତା ଅବରୋଧ କରି ପ୍ରତିବାଦ କଲେ ହିତାଧିକାରୀ । ବୃଦ୍ଧ ବୃଦ୍ଧାଙ୍କୁ ବର୍ଦ୍ଧିତ ଟଙ୍କା ନ ମିଳିବା, ଦୀର୍ଘ ମାସ ହେବ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ସମସ୍ୟାକୁ ନେଇ ଆଜି ମୟୂରଭଞ୍ଜ ଶରତ ଅଞ୍ଚଳରେ ହିତାଧିକାରୀ…

Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍‌ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ…

ମୁମ୍ବାଇ: ଡିଟ୍ଟୋ ଛୋଟ ରଣଭୀରଙ୍କ ଫିମେଲ୍ ଭର୍ସନ୍! ଇଣ୍ଟରନେଟର ମନ କିଣିଲା ବେବି ଦୁଆଙ୍କ ନିଷ୍କପଟ ହସ! ଫ୍ୟାନ୍ସ କହିଲେ ବାପାଙ୍କ ଛୋଟ ପ୍ରତିଛବି! ବଲିଉଡ୍‌ର ଚର୍ଚ୍ଚିତ କପଲ୍ ଦୀପିକା ପାଦୁକୋନ୍ ଓ ରଣଭୀର ସିଂହ ଖୁବଶୀଘ୍ର ଦ୍ୱିତୀୟଥର ପାଇଁ ମାତା-ପିତା ହେବାକୁ ଯାଉଛନ୍ତି।…