Latest Odisha News

BREAKING NEWS

ହରିୟାଣା ହିଂସା ସମ୍ପର୍କୀତ ବିବାଦୀୟ ଟୁଇଟ ନେଇ ମୁହଁ ଖୋଲିଲେ ଗୋବିନ୍ଦା

ନୂଆଦିଲ୍ଲୀ: ହରିୟାଣା ହିଂସା ଉପରେ ଫିଲ୍ମଷ୍ଟାର ଗୋବିନ୍ଦାଙ୍କ ଏକ ବିବାଦୀୟ ଟୁଇଟ ଚର୍ଚ୍ଚାର କାରଣ ସାଜିଥିଲା । ଏବେ ଏହି ଟୁଇଟ ସମ୍ପର୍କରେ ସେ ମୁହଁ ଖୋଲିଛନ୍ତି । ଗୋବିନ୍ଦା କହିଛନ୍ତି, ମୋ ଟୁଇଟର ଆଇଡି ହ୍ୟାକ ହୋଇଯାଇଥିଲା । ମୁଁ ଏ ସମ୍ପର୍କରେ ମୁମ୍ବାଇ ସାଇବର କ୍ରାଇମ ନିକଟରେ ଅଭିଯୋଗ…

ବୁଧବାର ହେବ ବନକଲାଗି ନୀତି, ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଓ ବିବାଦର ଅବସାନ ଘଟିଛି । ଆଜି  ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାସକୁ ଦୁଇ ଥର ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଯଦି ବୁଧବାର ବିଶେଷ ନୀତି ରହିବ ତାହେଲେ ଗୁରୁବାର…

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି…

ଇଂଲଣ୍ଡକୁ ଟି୨୦ ବିଶ୍ୱକପ ଜିତାଇଥିବା ଆଲେକ୍ସଙ୍କ ଅବସର ଘୋଷଣା

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପ ଆଉ ୨ ମାସ ଥିବା ବେଳେ ସେ ହଠାତ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ସେ ଇଂଲଣ୍ଡକୁ ବିଜୟୀ କରାଇବାରେ…

ବାଂଲାଦେଶ କ୍ରିକେଟରେ ତାମିମଙ୍କ ନାଟକ ସରୁନି, ଅଧିନାୟକ ପଦରୁ ଦେଲେ ଇସ୍ତଫା

ଢ଼ାକା: ବାଂଲାଦେଶ କ୍ରିକେଟରେ ତାମିମ ଇକବାଲଙ୍କ ନାଟକ ସରିବା ନାମ ନେଉ ନାହିଁ । ଶୁକ୍ରବାର ତାମିମ ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତ । ଏଥିସହ ସେ ଆଘାତ ସମସ୍ୟା ଯୋଗୁ ଏସିଆ କପରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗତ ମାସରେ ଆଫଗାନିସ୍ତାନଠାରୁ ହାରିବା ପରେ ତାମିମ…

ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ୫ଟି ଗେଟ୍ ଖୋଲାଯାଇ ୭ଟି ଗେଟରେ ନିଷ୍କାସନ ହେଉଥିଲା ବନ୍ୟା ଜଳ । ସନ୍ଧ୍ୟାରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍ ଖୋଲିବା ସହ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ…

ଉପରେ ଥିଲା ଧାନବସ୍ତା; ଭିତରେ ହେଉଥିଲା ପିଡିଏସ୍ ଚାଉଳର ଚୋରାଚାଲାଣ

ଢେଙ୍କାନାଳ: ଆଗରେ ଧାନବସ୍ତା ରଖି ଲୁଟୁଥିଲେ ପିଡିଏସ୍ ଚାଉଳ ।  ଧାନବସ୍ତା ପଛପଟେ ଚୋରା ଚାଲାଣ ହେଉଥିଲା କୁଇଣ୍ଟାଲ କୁଇଣ୍ଟାଲ ପିଡିଏସ୍ ଚାଉଳ । ହେଲେ ପୋଲିସ ଆଖିରୁ ଖସି ପାରିଲେନି । ମାଡି ବସିଲା ପୋଲିସ  । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଦେଙ୍କନାଳ…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…

ଏଏସଓ ପରୀକ୍ଷାରେ ଅନିୟମିତତା: ୬ ସପ୍ତାହରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।  ୬ ସପ୍ତାହ ମଧ୍ୟରେ  ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିଦ୍ଦେର୍ଶ ଦେଇଛନ୍ତି ହାଇକୋର୍ଟ । ମେ ୧୯ ତାରିଖରେ ହାଇକୋର୍ଟ…