Latest Odisha News

BREAKING NEWS

ଏସିଆ କପ: ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଏସପିଏନ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ନୂତନ କାର୍ଯ୍ୟସୂଚୀ ଏସିସିକୁ ପଠେଇ ଦେଇଛି । ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର କାଣ୍ଡିରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ…

ଫ୍ୟାନ ଉପରେ ଝୁଲୁଥିବା ୭ ଫୁଟର ଢମଣା ସାପ ଉଦ୍ଧାର

ପୁରୀ: ସାକ୍ଷୀ ଗୋପାଳ ଅନ୍ତର୍ଗତ ଜୟପୁର ଗ୍ରାମର ଏସ.କେ କରଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଡ୍ରଇଂ ରୁମରେ ପଙ୍ଖା ଚଳେଇବା ପାଇଁ ସୁଇଚ ଅନ୍ କରିବା ମାତ୍ରେ ଚମକି ପଡିଲେ। ପଙ୍ଖା ବୁଲିଲା ସତ, ହେଲେ ପଙ୍ଖା ଉପରେ ଏବଂ ଛାତ ତଳେ ଯାଇଥିବା ବିଜୁଳି ତାର କେଶିଂ ଉପରେ ଝୁଲି…

ସାବଧାନ ! ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ, ସତର୍କତା ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସାବଧାନ! ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡିଶା ପୋଲିସର ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସାବଧାନ ହେବାକୁ ଟ୍ବିଟର ଜରିଆରେ ଓଡ଼ିଶା ପୋଲିସ ସତର୍କ କରାଇଛି। ଓଡ଼ିଶା ପୋଲିସ କହିବା ଅନୁଯାୟୀ, ଯଦି କୌଣସି କୋରିଅର…

ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ, ଡିସିପିଙ୍କ ନେତୃତ୍ୱରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ ବ୍ଲକିଂ…

ଭାଲୁ ଅକ୍ରମଣରେ ଜଣେ ବନ କର୍ମଚାରୀ ମୃତ, ୩ ଗୁରୁତର

ନୂଆପଡ଼ା: ଭାଲୁ ଅକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ। ଜଙ୍ଗଲରେ ପାଟ୍ରୋଲିଂ ବେଳେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଅଛନ୍ତି। ଏପରି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜରେ। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଡୁଣ୍ଡି। ଜଙ୍ଗଲରେ ପାଟ୍ରୋଲିଂ…

ଏନଏସି ମନ୍ୟତା ଦାବି, ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ

ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର…

ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୪ ସ୍ଥିତ ହରେକୃଷ୍ଣ ମହତାବ ଗ୍ରନ୍ଥାଗାରଠାରେ ଜାତୀୟ ପଠନ ମାସ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜାତୀୟ ପାଠାଗାର ଆନ୍ଦୋଳନର ପୁରୋଧା ତଥା କେରଳ ରାଜ୍ୟ ପାଠାଗାର ଆନ୍ଦୋଳନର ଜନକ ପିଏନ ପାନିକରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଜାତୀୟ ପଠନ ମାସ ରୂପେ ପାଳନ…

କବିତା : ମୌସୁମୀ ଧରାରେ ହସେ

ରାଜ କିଶୋର ନାୟକ ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି ବରଷା ତ ଯେବେ ଆସେ ବାସ ଚହଟାଇ ସଜ ମଲ୍ଲୀ ଫୁଲେ ମୌସୁମୀ ଧରାରେ ହସେ (୦) ଯାଇଛି ନିଦାଘ ଆସିଅଛି ଏବେ ଆଷାଢ ବରଷା ଟୋପା ଟୋପା ନୁହେଁ ସେତ ମୁକ୍ତାର ଝଲକ ଧରା ପୃଷ୍ଠ ଅପରୂପା ସବୁଜ ଘାସରେ ମୋତି ମାଣିକର ସତେକି ପସରା ବସେ…

ଓଡିଶା ସାହିତ୍ୟ ଏକାଡେମୀ ସଚିବଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ: ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସେ ସମବେଦନା ଜ୍ଞାପନ…

ପୁଣି ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ବନକଲାଗିରେ ‘ନକଲି କସ୍ତୁରୀ’ ବ୍ୟବହାର ଅଭିଯୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବନକଲାଗି ନୀତିରେ ବ୍ୟବହାର ପାଇଁ ନିମ୍ନମାନର ବା ନକଲି ସାମଗ୍ରୀ ଯୋଗାଇ ଦେଉଥିବା ସେବାୟତ ଅଭିଯୋଗ କରିବା ପରେ ପୁରୀ ଶ୍ରୀମନ୍ଦିର ଏବେ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବନକଲାଗି ନୀତିରେ ବିଳମ୍ବ ହେବା ପରେ ଭକ୍ତ ଓ ଦତ୍ତମହାପାତ୍ର ସେବାୟତମାନେ…