ବାଲେଶ୍ବର ମେମୁ ଟ୍ରେନର ଲୋକପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ଖଡଗପୁୁରରେ ପଚରାଉଚରା
ବାଲେଶ୍ବର: ନୀଳଗିରି ରୋଡ ଷ୍ଟେସନରେ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିବା ଘଟଣାରେ ଖଡଗପୁର ରେଲଓ୍ବେ ଡିଭିଜନର ତଦନ୍ତ ଆରମ୍ଭ। ଯାତ୍ରିବାହୀ ଟ୍ରେନର ଲୋକପାଇଲଟ, ଟେକ୍ନିକାଲ ଷ୍ଟାଫ, କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଖଡଗପୁରରେ ପଚରାଉଚରା କରାଯାଉଥିବା…