ଶେଷ ସୀମା ଟପିଗଲା ଯୋଗେଶ୍ୱରଙ୍କ ପ୍ରତି ଭିନେଶଙ୍କ ବୟାନ
ନୂଆଦିଲ୍ଲୀ:ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କେତେକ ରେସଲର ଆଣିଥିବା ଦୁଷ୍କର୍ମ ଅଭିଯୋଗ ଏବେ ଥଣ୍ଡା ପଡି ଯାଇଛି । ଏଥିରେ ଉତକ୍ଷିପ୍ତ ହୋଇ ପଡିଛନ୍ତି ଏହି ଆନ୍ଦୋଳନର ମୂଖ୍ୟ ସୂତ୍ରଧାର ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ । ସେମାନେ…