ପୁସ୍ତକ ପରିଚୟ : ଆର୍ଯ୍ୟ ଜାତିର ଇତିହାସ
ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା
ଆର୍ଯ୍ୟ ଜାତିର ଇତିହାସ
ସୁରେନ୍ଦ୍ର କୁମାର ମିଶ୍ର, ପୁରୀ
ପ୍ରକାଶକ ‐ ଏସ୍. ବି. ପବ୍ଲିକେଶନ, କଟକ
ଭାରତର ଇତିହାସ ଯେବେଠୁ ବିଦେଶୀ ଐତିହାସିକମାନଙ୍କ ଦ୍ବାରା ଲିପିବଦ୍ଧ ହେଲା ସେବେଠୁ ଗୁଡାଏ ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଆମକୁ ଘୋଷାଇ…