Latest Odisha News

BREAKING NEWS

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଜେରା ପାଇଁ କୋଲକାତା ଯିବ କମିସନରେଟ ପୋଲିସ

କଟକ: କୋଲକାତାର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜଣେ ମହିଳା କରିଥିବା ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ପୁଲିସର ଏକ ଟିମ୍ କୋଲକାତା ଯିବ। ମହିଳା ଜଣକ ତାଙ୍କ ଉପରେ ଶାରୀରିକ ଓ ମାନସିକ ଶୋଷଣର ଅଭିଯୋଗ ଆଣିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…

ପ୍ରଫୁଲ ସାମଲଙ୍କୁ ପରୋକ୍ଷରେ ଛିଗୁଲେଇଲେ ସୁଧୀର ସାମଲ

ଭୁବନେଶ୍ୱର: ରାଜ୍ୟରେ ଫାଇଭ ଟି ସଚିବ କ୍ଷମତାର ଅପବ୍ୟବହାର କରୁଛନ୍ତି। ସେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି ବୋଲି ପଚାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯାହାକୁ ନେଇ ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରଫୁଲ ସାମଲ ଦେଇଥିବା…

ସଚିବଙ୍କ ସାଧାରଣ ସଭାକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ ସରକାରୀ କାମର ସମୀକ୍ଷା କରିବାକୁ ଯାଇ ଘନ ଘନ ଜିଲ୍ଲା ଗସ୍ତ କରିବା ଏବଂ ସର୍ବସାଧାରଣରେ ଲୋକଙ୍କୁ ଉଦବୋଧନ ଦେବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ।  ମୁଖ୍ୟମନ୍ତ୍ରୀଙ୍କ ସଚିବ ଅନେକ ଜିଲ୍ଲା ଗସ୍ତ କରି…

ବିଦ୍ୟୁତ ବିଭାଗରେ ‘ଦୁର୍ନୀତିର ଗନ୍ଧ’, ସରକାର ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ବିତରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରସ ସୋମବାର ବିଜୁ ଜନତା ଦଳ (ବିଜେଡି) ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ୧୫ ହଜାର କୋଟି…

ଜାତୀୟ ଓ ଏସିଆନ ରେକର୍ଡ ଭଙ୍ଗ କଲେ ଶଟପୁଟର ତେଜିନ୍ଦର ପାଲ ସିଂ

ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତେଜିନ୍ଦର ପାଲ ସିଂ ଟୁର ସୋମବାର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୧.୭୭ ମିଟର ଦୂରତାକୁ ଶଟପୁଟ ଥ୍ରୋ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । ସେ ଏଥିସହ ନୂତନ ଏସିଆନ…

ପ୍ରଥମ ଟେଷ୍ଟରେ ବିଜୟ ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ଟାର୍ଗେଟ

ବର୍ମିଂହାମ: ଚଳିତ ଆଶେସ ସିିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ହେବା ପାଇଁ ଇଂଲଣ୍ଡ ୪ର୍ଥ ଦିବସରେ ୨୮୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟଙ୍କ ୧୧୮ ଅପରାଜିତ ରନ ସହାୟତାରେ ୩୯୩/୮ରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ…

ଇଣ୍ଡିଗୋ କିିଣିବ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ କିଣିବା ପାଇଁ ନିଷ୍ପତି ନେଇଛି । ପ୍ରଥମ ଥର ପାଇଁ ଏହି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଏକକାଳୀନ ଏତେ ମାତ୍ରାରେ ଏୟାରବସ ଏ ୩୨୦ ଫ୍ୟାମିଲି ବିମାନ କିଣାଯିବ । ୨୦୩୫ ସୁଦ୍ଧା ଏହାର ଅର୍ଡର ଡେଲିଭେରୀ ହେବ ବୋଲି ଆଶା…

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

ରାଜସ୍ଥାନ ରାଜନୀତିରେ ବୟସ କଣ୍ଟା, ୭୦ ଟପିଲେ ଟିକେଟ ନାହିଁ !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ବୋଲି କୁହାଯାଉଛି। ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ…