ଅବସରରୁ ଓହରିଲେ ମୋଇନ ଅଲୀ, ଆଶେସ ଟିମରେ ସାମିଲ
ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡର ମୋଇନ ଅଲୀ ଟେଷ୍ଟ କ୍ରିକେଟ ଅବସର ନିଷ୍ପତିରୁ ଓହରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ପାଇଁ ଦଳରେ ତାଙ୍କର ଆବଶ୍ୟକତା ରହିଛି ବୋଲି ଅଧିନାୟକ ବେନ ଷ୍ଟୋକ୍ସ, ମୂଖ୍ୟ କୋଚ ବ୍ରାଣ୍ଡେନ ମ୍ୟାକକୁଲାମ ଓ ମ୍ୟାନେଜିଂ ଡାଇରେକ୍ଟର ରବର୍ଟ କିସ…