Latest Odisha News

BREAKING NEWS

ବାହାରିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ; ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ୱର: ବାହାରିଲା ଯୁ୍କ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରାଯାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର…

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର:tସଭିଏଁ ପଢିବେ..ସଭିଏଁ ବଢିବେ ଏହି ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ରାଜ୍ୟର ସମିସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।   ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା…

ପଥର ଖାଦାନରେ ଦୁର୍ଘଟଣା; ଶିଶୁ ଶ୍ରମିକ ସମେତ ୩ ମୃତ

ଯାଜପୁର: ପଥର ଖାଦାନରେ ଦୁର୍ଘଟଣା । ଖାଦାନ ଭିତରେ କାମ କରୁଥିବାବେଳେ ମେସିନ ଭିତରେ ଚାପି ହୋଇଗଲେ ଶ୍ରମିକ । ଫଳରେ ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି  ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ  । ରଙ୍ଗା, ଗଙ୍ଗା ଲୁଣିବର କଳା ପଥର…

ଅଟୋ ବାଇକ୍‌ ମୁହାଁମୁହିଁ ; ଜଣେ ମୃତ,୨ଗୁରୁତର

ପୁରୀ : କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ତିନିଛକ ନିକଟରେ ସଡ଼କ ଦୁର୍ଘଟଣା । ଅଟୋରେ ପିଟିଲା ବାଇକ୍‌ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ୨ଜଣ ଯୁବକ ଘରକୁ ଫେରୁଥିଲେ। ଏହି ସମୟରେ ତିନିଛକ…

ଅମିତ ଗର୍ଗ ହେଲେ ଟିପିଏସ୍‌ଓଡିଏଲ୍‌ ନୂଆ ସିଇଓ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହେଲେ ଅମିତ ଗର୍ଗ।  ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ। ୨୦୨୩…

କବିତା : ପ୍ରିୟ କାଳ

ପ୍ରଳୟ ନାୟକ  ତୁମେ ସମୁଦ୍ରେ ସମୁଦ୍ର ଆଉ ମୁଁ ନିରିମାଖୀ ପଥହରା ଶୋଷ ତୁମେ ସତ୍ୟ ଚିରନ୍ତନ ଆଉ ମୁଁ ଖାଲି ଭିଖାରୀଟେ ଟୋପେ ଭାବ ଅବଶେଷ , ଅନନ୍ତ ମୋ ଆକୁଳ ପ୍ରାର୍ଥନା ତୁମେ ଆହେ ଶୁଣିକି ପାରୁନା …….? ତୁମେ ଭାସ୍ବର ଯୌବନ ବିଭାବସୁ ଗତିମାନ ସଦା ଦିନ ଯାଏ ଦିନ ଆସେ ଏପଟ ସେପଟ…

ପୁରୁଷ ମାନଙ୍କ ପାଇଁ ସ୍କିନ୍‌ ଟ୍ରିଟ୍‌ମେଣ୍ଟ, ବୟସ ବୃଦ୍ଧି ହେଲେବି ଚମକିବ ତ୍ୱଚା

ବ୍ୟସ୍ତ ବହୁଳ ଜୀବନରେ ଆମ ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏହି ବ୍ୟସ୍ତତା ଭିତରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନାହାଁନ୍ତି । ଏଥିସହ ଆମ ଶରୀର ପାଇଁ ସଠିକ୍‌ ସମୟରେ ଖାଦ୍ୟପେୟ ମଧ୍ୟ ନିହାତି ଜରୁରୀ । ବୟସ ବୃଦ୍ଧି ସାଙ୍ଗକୁ ଆମ ତ୍ୱଚାରେ ପରିବର୍ତ୍ତନ ଦେଖାଯାଇଥାଏ । ବିଶେଷକରି…

ବିମାନ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ ହେବ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ବିମାନରେ ଚଢିବା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ କରାଯିବ। ଲଗେଜ ବା ବ୍ୟାଗ ଆଦିର ଓଜନ ହେଉଥିବା ବେଳେ ଏବେ ଯାତ୍ରୀଙ୍କ ଶରୀରର ଓଜନ ମାପିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡର ଏକ ବିମାନ କମ୍ପାନୀ। ଜୁଲାଇ ୨ରୁ ଏୟାର ନ୍ୟୁଜିଲାଣ୍ଡ ଅକଲାଣ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ…

ଦେଶର ୪୦ଟି ମେଡିକାଲ କଲେଜର ମାନ୍ୟତା ରଦ୍ଦ, ସ୍କାନରରେ ଆଉ ୧୫୦ଟି

ନୂଆଦିଲ୍ଲୀ: ଦେଶର ୪୦ ଟି ମେଡିକାଲ କଲେଜ ଉପରେ ଭାରତ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାନୁସାରେ, ଏହି କଲେଜଗୁଡ଼ିକ ଗୁଜୁରାଟ, ଆସାମ, ପୁଡୁଚେରୀ, ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ପଶ୍ଚିମବଙ୍ଗର। ଏହି କଲେଜଗୁଡ଼ିକରେ ଅନେକ ପ୍ରକାରର ତ୍ରୁଟି ଦେଖିବାକୁ…

ଜାଲ୍ ଶିକ୍ଷକଙ୍କୁ ୨୬ ବର୍ଷର ଦରମା ଫେରାଇବାକୁ ୟୁପି ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଶାରେ ହେବ କି ସମାନ…

ନୂଆଦିଲ୍ଲୀ/ଭୁବନେଶ୍ୱର: ୟୁପିର ଗ୍ରେଟର ନୋଏଡ଼ାର ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଜ ଚାକିରିକୁ ସୁରକ୍ଷିତ କରିବା ପାଇଁ ନକଲି ମାର୍କସିଟ୍ ବ୍ୟବହାର କରିବା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଜାରଚା ଥାନା ଅନ୍ତର୍ଗତ ପତ୍ରାହି ଗାଁର…