ଓଡ଼ିଶା ପୋଲିସ୍ରେ ବଡ଼ ନିଯୁକ୍ତି ଘୋଷଣା, ପୂରଣ ହେବ ୭,୬୬୪ ପଦବୀ
ଭୁବନେଶ୍ୱର: ଓଡ଼ିଶା ସରକାର ପୋଲିସ ଏବଂ ୟୁନିଫର୍ମ ସେବାର ବିଭିନ୍ନ ବର୍ଗରେ ୭,୬୬୪ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସରକାରୀ ସୂତ୍ର ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ଦ୍ୱାରା ପରିଚାଳିତ ହେବ।…