Latest Odisha News

BREAKING NEWS

ରାହୁଲଙ୍କୁ କାଉଣ୍ଟର କରିବେ ମୋଦି, ଭାରତ ଯୋଡୋ ବନାମ ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ନିର୍ବାଚନ ବୈତରଣୀ ସଫଳତାର ସହ ପାର ହେବାକୁ ହେଲେ ଜନସମ୍ପର୍କ ନିହାତି ଆବଶ୍ୟକ। ଯେଉଁଥିପାଇଁ ପଦଯାତ୍ରାକୁ ବିଭିନ୍ନ ସମୟରେ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯାଏ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏହାର ଏକ ବଡ଼ ଉଦାହରଣ ଭାବେ ନିଆଯାଉଛି। ଏପରିକି କର୍ଣ୍ଣାଟକରେ…

ଶ୍ରୀମନ୍ଦିର ନୀତିକାନ୍ତିରେ କାହିଁକି ହେଉଛି ବିଳମ୍ବ, ସଫେଇ ରଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ଗତ କିଛି ଦିନ ହେବ ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ରୀତିନୀତିରେ ବିଳମ୍ବ ହେଉଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସ୍ପଷ୍ଟୀକରଣ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ଦ୍ୱାରଫିଟା ନୀତିରେ ବିଳମ୍ବ ଯୋଗୁ ସନ୍ଧ୍ୟା ଆଳତି,…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୮୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ଯାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଭିଡିଓ କନଫରେନ୍ସିଂ ଜରିଆରେ ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି…

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ…

ଉପମୁଖ୍ୟମନ୍ତ୍ରୀ ହେବାକୁ ସଫା ମନା କରିଦେଲେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନେଇ କଂଗ୍ରେସରେ ଏବେ ଏକ ବିବାଦ ଲାଗି ରହିଛି। ଏବେ ଖବର ଆସୁଛି ଯେ ଡି.କେ ଶିବକୁମାର ରାଜି ନୁହଁନ୍ତି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ। ଡି.କେଙ୍କୁ ଦିଆଯାଇଥିବା ଅଫର ପାଇଁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ।…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହଯୋଗୀଙ୍କ ସମେତ ଆଠଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ସିବିଆଇ ବୁଧବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। କୁହାଯାଇଛି ଯେ ରିଲାଏନ୍ସ ବୀମା ଦୁର୍ନୀତି ସମ୍ପର୍କିତ ମାମଲାରେ ସିବିଆଇ ଏହି ଏହି ଚଢାଉ କରିଛି। ବୁଧବାର ମଲିକଙ୍କ ତତ୍କାଳୀନ ସହଯୋଗୀଙ୍କ ଘରେ ଏବଂ ଦିଲ୍ଲୀ ଏବଂ…

ଭୂଆଶୁଣୀ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଅଳିଆ; ବାୟୋ ମାଇନିଂ ପ୍ରସ୍ତାବ ଜାରି ରହିବ

ଭୁବନେଶ୍ୱର: ଏଣିକି ରାଜଧାନୀ ଉପକଣ୍ଠ ଭୂଆଶୁଣି ଡମ୍ପିଂୟାର୍ଡରେ ପଡିବନି ଅଳିଆ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ସହରର ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ଦାରୁଠେଙ୍ଗଠାରେ ପକାଇବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଘୋଷଣା କରିଛି ବିଏମସି। ତେବେ…

୧୦୦ ଘଣ୍ଟା ରୋଷେଇ କରି ବିଶ୍ୱ ରେକର୍ଡ ଭାଙ୍ଗିଲେ ନାଇଜେରିଆର ସେଫ୍‌

ନୂଆଦିଲ୍ଲୀ : ରୋଷେଇ କରିବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ବିରକ୍ତି ହୋଇଥାନ୍ତି । ଏହି ରୋଷେଇ କରି ଜଣେ ପାଚିକା ବିଶ୍ୱ ରେକର୍ଡ ହାତେଇଛନ୍ତି । ନାଇଜେରିଆର ଜଣେ ଲୋକପ୍ରିୟ ପାଚିକା ଲଗାତାର ସର୍ବାଧିକ ଘଣ୍ଟା ଧରି ରୋଷେଇ କରି ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ସଫଳ…

ବିଜେପି ସଭାପତିଙ୍କୁ ଭେଟିଲେ ମନମୋହନ ସାମଲ, ବଢ଼ିଲା ସଂଗଠନ ପରିବର୍ତ୍ତନ ଚର୍ଚ୍ଚା

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଦଳରେ ସଂଗଠନ ପରିବର୍ତ୍ତନକୁ ନେଇ ଇସାରା ଦେଇଛି। ଶ୍ରୀଯୁକ୍ତ ସାମଲ ଓଡ଼ିଶା ବିଜେପିର ସଭାପତି…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୪୦ ଆତଙ୍କୀ; ପୂରା ଇଲାକା ପୋଲିସ କବ୍ଜାରେ

ଇସଲାମବାଦ: ପୁଣି ନୂଆ ବିବାଦରେ ଫସିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ଗୋଟିଏ ବିବାଦରୁ ମୁକୁଳି ନାହାନ୍ତି, ଆଉ ଗୋଟିଏ ବିବାଦରେ ଫସିଛନ୍ତି ଇମ୍ରାନ । ପାକ  ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରେ ଲୁଚି ରହିଛନ୍ତି ୩୦ରୁ ୪୦ ଜଣ ଆତଙ୍କୀ । ପାକିସ୍ତାନ ସ୍ଥିତ…