ମୋଦି କ୍ୟାବିନେଟରେ ଅଦଳବଦଳ: ଆଇନ ମନ୍ତ୍ରୀ ପଦରୁ ହଟିଲେ କିରେନ ରିଜିଜୁ
ନୂଆଦିଲ୍ଲୀ:ମୋଦି କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇଯାଇଛି । କିରେନ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କ ଜାଗାରେ ଅର୍ଜୁନ ରାମ ମେଘବାଲଙ୍କୁ ଦାୟିତ୍ୱ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି…