Latest Odisha News

BREAKING NEWS

ଶିଶୁ ଗପ : ଟିକେ ଭୁଲ୍ ପାଇଁ

କୁଞ୍ଜ ବିହାରୀ ସାହୁ  ସକାଳେ ପାଗ ଭଲ ଥିଲା, ଅଥଚ ଉପରେବେଳା ପାଗ ସମ୍ପୂର୍ଣ୍ଣ ବଦଳିଗଲା । ଆକାଶ ମେଘୁଆ ହେଇଗଲା । ତୁହାକୁ ତୁହା ବର୍ଷା ଆଉ ବିଜୁଳି ମାରିଲା । ରୋଷେଇ ଘରେ ସାନୁ ବିସ୍କୁଟ ଖାଉଥିଲା । ତା ମୁଣ୍ଡରେ କଅଣ ଜୁଟିଲା କେଜାଣି ଦାଣ୍ଡଦୁଆରକୁ ଆସି ଦେଖିଲା ରାସ୍ତାରେ…

କବିତା : କିଏ ସେ ହତ୍ୟାକାରୀ

ଲାବଣ୍ୟ ନାୟକ ସେ ଭାରି ମିଠ‍ା କଥ‍ା କହେ, ପାଣିରେ ସର ପକାଏ ପୁଳା ପୁଳା ହସ ମହଲୁ ଖୁସି ଗପରୁ ଝୁଡିଏ ଆଣି ଅଜାଡି ଦିଏ ମୁଣ୍ତ ଉପରେ, କହେ ହାତୀ ସୁନା କଳସୀ ଢାଳିବାର ଯୋଗ୍ୟ ତୁ, ଚନ୍ଦନବୋଳା କଥା ପରି ଖୁବ୍ ଶୀତଳତା ଓ ମଖମଲି ସ୍ପର୍ଶ ଦିଏ ତା' ବ୍ୟବହାର, ଭିତରେ ଭିତରେ…

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏବଂ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଦେଶରାଜ କାଳିଆଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଏବଂ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଡ଼ଃ ଦେଶରାଜ କାଳିଆଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ସହ ଗ୍ରନ୍ଥାଗାର ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଓ…

‘ମୁଦ୍ରାସ୍ପୀତି ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ହେଉଛି, ଖୁବଶୀଘ୍ର ତଳକୁ ଆସିବ’

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ଲୋକଙ୍କ ପକେଟ ଉପରେ ବଡ ବୋଝ ପାଲଟିଛି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ସହନଶୀଳତା ସ୍ତରଠାରୁ ଟିକିଏ ଅଧିକ ରହିଛି। ଏପରି କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ବର୍ତ୍ତମାନ…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ନିବେଦନ, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଖୋଲାଯାଉ ଓଡ଼ିଆ ବିଭାଗ

ଭୁବନେଶ୍ୱର: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ପାଇଁ ଏକ ବିଭାଗ ପ୍ରତିଷ୍ଠା କରିବାକୁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅମର ପଟ୍ଟନାୟକ ଓଡ଼ିଆ ଭାଷାର ଗୁରୁତ୍ୱ ଓ…

ରଜୌରୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ, ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର: ଶ୍ରୀନଗରର ଅନେକ ସ୍ଥାନରେ ସେନା ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରୁଛି। ସେପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁର ରଜୌରୀରେ ପହଞ୍ଚି ଗତକାଲି ସହିଦ ହୋଇଥିବା ପାଞ୍ଚଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପୂର୍ବରୁ ଉପ ରାଜ୍ୟପାଳ…

ଅନ୍ ଲାଇନ୍ ଲାଇଭ ଷ୍ଟ୍ରିମିଂ ବେଳେ ବିଚାରପତିଙ୍କୁ ଟ୍ରେନିଂ ଆବଶ୍ଯକ: ପ୍ରଧାନ ବିଚାରପତି

କଟକ: ଅନଲାଇନରେ ମାମଲାର ଶୁଣାଣିକୁ ନେଇ ଦେଶର ପ୍ରଧାନ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ କଟକରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଅନଲାଇନ୍ ଶୁଣାଣିରେ ଏକ ବଡ଼ ପ୍ରସଙ୍ଗ ରହିଛି ଯେ ଏଠାରେ ଅତି ଯତ୍ନର ସହ କହିବାର ଆବଶ୍ୟକତା ରହିଛି। ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ…

ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କଲେ କୋହଲି

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲରେ ୭୦୦୦ ରନ କରିଛନ୍ତି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲଙ୍କ ବଲରେ ଚୌକା ମାରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୦୮ରେ ବିରାଟ ଆଇପିଏଲରେ ବାଙ୍ଗାଲୋର…

୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ  ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ହାଇସ୍କୁଲ, ବରଗଡ ଜିଲ୍ଲାର ୬୨ଟି, ମୟୁରଭଞ୍ଜ ଜିଲ୍ଲାର ୧୦୦ଟି, ବୌଦ୍ଧ…

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେପି

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କଲାଭଳି ଘଟଣା। ଏହା କହିଛି ବିଜେପି। ଯେଉଁ ବିଦ୍ୟୁତ ବିଭ୍ରାଟ ହେଲା ତାହା ମହାମହିମ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ଯାହା ରାଜ୍ୟ ସରକାରଙ୍କ ଅବହେଳା ପ୍ରଦର୍ଶନକୁ…