Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେପି

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କଲାଭଳି ଘଟଣା। ଏହା କହିଛି ବିଜେପି। ଯେଉଁ ବିଦ୍ୟୁତ ବିଭ୍ରାଟ ହେଲା ତାହା ମହାମହିମ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ଯାହା ରାଜ୍ୟ ସରକାରଙ୍କ ଅବହେଳା ପ୍ରଦର୍ଶନକୁ…

ନୀତୀଶଙ୍କ ‘ବିରୋଧୀ ଦଳର ଏକତା’କୁ ସମର୍ଥନ କରିବେ କହିଲେ ଶରଦ ପାଓ୍ୱାର

ମୁମ୍ବାଇ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ବିଜେପି ବିରୋଧରେ…

କିଟରେ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର: ବ୍ୟକ୍ତିଗତ ହେଉ ଅବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦିନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ ସମ୍ପର୍କର ଭୂମିକା ରହିଛି । କିଟ୍ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀକୁ ଉଦଘାଟନ କରି ଏକଥା କହିଛନ୍ତି କିଟ୍ ଓ କିସ୍…

ବାତ୍ୟା ମୋଚାର ପ୍ରଭାବ, ଆସନ୍ତା ୫ ଦିନ ଯାଏ ଦେଶକୁ ହିଟ୍ ଓ୍ବେଭରୁ ମୁକ୍ତି

ନୂଆଦିଲ୍ଲୀ: ସାରା ଦେଶରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ ପାଞ୍ଚ ଦିନ ପାଇଁ କିନ୍ତୁ ଆଶ୍ବସ୍ତି ଆଣିଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଭାରତର କୌଣସି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ବା ହିଟ୍…

ବ୍ରିଟେନରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ମହିଳା

ଭୁବନେଶ୍ୱର: ଆଗାମୀ ବ୍ରିଟେନ୍ ନିର୍ବାଚନରେ ପାର୍ଥୀ ହୋଇଛନ୍ତି ଜଣେ ଓଡ଼ିଆ ମହିଳା । ସମାଜସେବୀ ତଥା ଉଦ୍ୟୋଗୀ ସସ୍ମିତ ରାଜହଂସ ୨୦ ବର୍ଷ ହେଲା ବଥର ଓଲ୍ଡଫିଲ୍ଡ ପାର୍କ ଏରିଆରେ ରହୁଛନ୍ତି । ବ୍ରିଟେନର ଲିବେରାଲ୍ ଡେମୋକ୍ରାଟ୍ସ ଦଳ ଆଗାମୀ ନିର୍ବାଚନରେ ସସ୍ମିତାଙ୍କୁ କାଉନସିଲର ପ୍ରାର୍ଥୀ…

ନିଯୁକ୍ତି ପାଇବାକୁ ଅପେକ୍ଷା ନକରି ଚାକିରି ଦେବାକୁ ପ୍ରୟାସ କର: ରାଷ୍ଟ୍ରପତି

ବାରିପଦା: ଶନିବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବାକୁ ଅପେକ୍ଷା କରିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହୋଇ ଦେଶର ଉନ୍ନତି ପାଇଁ ଉଦ୍ୟମ…

ନିମନ୍ତ୍ରଣ ସତ୍ବେ ଦେଖା କରିବାକୁ ମିଳିଲାନି ସୁଯୋଗ, ଚିରି ଫୋଫାଡି ଦେଲେ ପୂର୍ବତନ ମନ୍ତ୍ରୀ

ବାରିପଦା: ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ ଅଭିଯୋଗ କରିଛନ୍ତି ଯେ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବା ପରେ ହଲ୍ ଭିତରକୁ ଯିବାକୁ ଅନୁମତି ନଦେଇ…

୧୩ ବର୍ଷ ପରେ ମୁମ୍ବାଇକୁ ଘରେ ହରାଇଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ଶନିବାର ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ୧୩ ବର୍ଷ ପରେ ମୁମ୍ବାଇ ଘରେ ହରାଇବାରେ ଶେଷରେ ଚେନ୍ନାଇ ସଫଳ ହୋଇଛି । ଶେଷଥର ୨୦୧୦ରେ ଚେପକରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଉଭୟ ଟିମ ମଧ୍ୟରେ ୩୬ଟି ମ୍ୟାଚ ଖେଳାଯାଇଛି ।…

ମଧ୍ୟପ୍ରଦେଶରେ ବିଜେପିକୁ ଡବଲ ଝଟକା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଝଟକା। ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ତଥା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ କଂଗ୍ରେସରେ ଯୋଗ ଦେଇଛନ୍ତି। ନିଜର ସମର୍ଥକ ମାନଙ୍କ ସହ ଦୀପକ କଂଗ୍ରେସରେ ମିଶିଛନ୍ତି। ମଧ୍ୟପ୍ରଦେଶ ପିସିସି ସଭାପତି…

‘ରାତି ଅଧରେ ପ୍ରାର୍ଥୀଙ୍କ ପ୍ରଚାର’, ‘ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ’;…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉପନିର୍ବାଚନରେ ବିଜେଡି, ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ୍ ଉଲଘଂନ…