Latest Odisha News

BREAKING NEWS

ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ରାୟଗଡ଼ା : ସକାଳୁ ସକାଳୁ ଅଘଟଣ । ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର । ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ମାଛ ବିକ୍ରି କରୁଥିବା ବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା…

ଉଦ୍ଧବଙ୍କୁ ଭେଟିଲେ ଭେନୁଗୋପାଳ, ଏକାଠି ଗଣତନ୍ତ୍ରକୁ ‘ବଞ୍ଚାଇବା’ର ଦେଲେ ପ୍ରତିଶ୍ରୁତି

ମୁମ୍ବାଇ: ଆସନ୍ତା ବର୍ଷ ୨୦୨୪। ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଆହ୍ବାନମୂଳକ ରହିବ ଏହି ବର୍ଷ। କାରଣ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ସଭା ସମିତି ହେଉଥିବା ବେଳେ ଘନ ଘନ ବୈଠକ ମଧ୍ୟ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି, ଗ୍ରୀଷ୍ମ ପ୍ରବାହ ପଛର କାରଣ କ’ଣ?

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି…

ଆଜି ବସିବ ଛତିଶା ନିଯୋଗ ବୈଠକ ; ନିର୍ଘଣ୍ଟ ହେବ ଚନ୍ଦନ ଯାତ୍ରା ନୀତି

ପୁରୀ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ବସିବ ଏହି ବୈଠକ। ଆଜି ଅପରାହ୍ଣ ୫ଟାରେ ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।…

ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ‘ଅଭିଯୁକ୍ତଙ୍କ ବିରୋଧରେ ବିଚାର ହେବାକୁ ଆବଶ୍ୟକ ପ୍ରମାଣ ରହିଛି’

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଏହି…

ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ରର ପକ୍ଷପାତିତା ନୀତିକୁ ଦର୍ଶାଉଛି: ବାହୀନିପତି

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ର ସରକାରଙ୍କ ପକ୍ଷପାତିତା ନୀତିକୁ ଦର୍ଶାଉଛି। ଏପରି ଅଭିଯୋଗ ଆଣିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଅସ୍ଥାୟୀ ଭାବେ ସ୍କୁଲ ଚଳାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜମି ଓ…

ଅର୍ଚ୍ଚନା ନାଗ ମାମଲାରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଇଡିକୁ ଜବାବ ତଲବ କଲେ ହାଇକୋର୍ଟ

କଟକ: ହନିଟ୍ରାପ କୁଇନର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନା ନାଗଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡ଼ି) ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାଥମିକ ଶୁଣାଣି ବେଳେ ଜଷ୍ଟିସ…

ଦୀନେଶ ମୋଙ୍ଗିଆ ଓ ରୂମେଲିଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଲା ଓସିଏ

କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିକଟରେ ଆଗାମୀ ବିସିସିଆଇ ଘରୋଇ ମ୍ୟାଚ ୨୦୨୩-୨୪ ପାଇଁ ଦୁଇ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ଦିନେଶ ମୋଙ୍ଗିଆଙ୍କୁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ଚୟନ କରାଯାଇଥିବା ବେଳେ ରୁମେଲି ଧରଙ୍କୁ ସିନିୟର…

ବିନା ଇଣ୍ଟରନେଟରେ ଏଭଳି କରନ୍ତୁ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ, ଅନଲାଇନ୍ ପେମେଣ୍ଟର ବ୍ୟବହାର ଅତିମାତ୍ରାରେ ବୃଦ୍ଧିପାଇଛି। ଏବେ ସାରା ଦେଶରେ ଡିଜିଟାଲ୍ ପେମେଣ୍ଟ ପ୍ରାୟତଃ ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ଆପଣାଇସାରିଲେଣି। ପେଟିଏମ୍ ରୁ ଗୁଗୁଲ୍ ପେ ପରି ଅନେକ ଆପ୍ ଅଛି, ଯାହା ସାହାଯ୍ୟରେ ଲୋକମାନେ ଏହି ଅନ୍ ଲାଇନ୍…

ଅତିକର ହତ୍ୟାକାରୀ କେମିତି ପାଇଲେ ତୁର୍କୀ ନିର୍ମିତ ବନ୍ଧୁକ?

ଲକ୍ଷ୍ନୌ: ଅତିକ ଅହମ୍ମଦ ଏବଂ ତା ଭାଇ ଅଶରଫକୁ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପଚରାଉଚରା ବେଳେ ଉଭୟ ମାଫିଆ ବ୍ରଦର୍ସଙ୍କ ଉପରକୁ ଗୁଳି ଚଳାଇଥିବା ତିନି ଆକ୍ରମଣକାରୀଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି। ପଚରାଉଚରା ବେଳେ ଆକ୍ରମଣକାରୀମାନେ କହିଥିଲେ ଯେ କାନପୁରର ଜଣେ ଇତିହାସ ଲେଖକ…