Latest Odisha News

BREAKING NEWS

ଝାରସୁଗୁଡାରେ ଆଦର୍ଶ ଆଚରଣ ବିଧି ଲାଗୁ, ସିଇଓ କହିଲେ; ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ କରିବା ଲକ୍ଷ୍ୟ

ଭୁବନେଶ୍ୱର : ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ାରେ ଉପନିର୍ବାଚନ ପାଇଁ ମତଦାନ ଓ ୧୩ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ଏହି କ୍ରମରେ ଆଜି(ବୁଧବାର)ଠାରୁ ଝାରସୁଗୁଡା…

ଏଣିକି ମନଇଚ୍ଛା ବାଜିବନି ‘ଡିଜେ’, କାର୍ଯ୍ୟାନୁଷ୍ଠାନ ପାଇଁ SPମାନଙ୍କୁ DGPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଚଳିବନି ମନଇଛା ଉଚ୍ଚ ଧ୍ବନିରେ ‘ଡିଜେ’ ବଜାଇବା। ଅର୍ଥାତ, ବିନା ଅନୁମତିରେ ବାଜିବନି ‘ଡିଜେ’ । ୬୫ ଡେସିବଲ ଟପିଲେ ଗାଡ଼ି ଜବତ କରିବାକୁ ସମସ୍ତ ଜିଲ୍ଲାର ଏସ୍‌‌ପିମାନଙ୍କୁ ଡିଜିପି ସୁନୀଲ ବଂଶଲ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ବିଧାନସଭାରେ ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ ଏ…

ଭାରତରେ ଦିନିକିଆ ବିଶ୍ୱକପ ମ୍ୟାଚ ଖେଳିବନି ପାକିସ୍ତାନ !

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ଜେନେରାଲ ମ୍ୟାନେଜର ୱାସିମ ଖାଁ ଆଗାମୀ ଦିନିକିଆ ବିଶ୍ୱକପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ ଖେଳିପାରେ । ଗତ ସପ୍ତାହରେ ଏସିସି…

ଆତ୍ମ ସମର୍ପଣ କରିବ ଅମ୍ରିତପାଲ; ଭିଡିଓ ଜାରି କରି ରଖିଲା ୩ ସର୍ତ୍ତ

ଚଣ୍ଡିଗଡ଼: ଆତ୍ମ ସମର୍ପଣ କରିପାରେ ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ। ସପ୍ତାହେରୁ ଅଧିକ ଦିନ ହେବା ପୁଲିସ ଆଖିରେ ଧୂଳି ଦେଇ ଖସି ଚାଲିଥିବା ଅମ୍ରିତପାଲ୍ ଶେଷରେ ପଞ୍ଜାବ ଫେରିଆସିଛି। ସେ ଅମୃତସରରେ ଗୋଲ୍‌ଡେନ୍ ଟେମ୍ପଲ ପାଖରେ ଆତ୍ମ ସମର୍ପଣ କରିପାରେ ବୋଲି କୁହାଯାଉଛି।…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ। ବୁଧବାର(୨୯ ମାର୍ଚ୍ଚ) ଭାରତୀୟ ନିର୍ବାତନ କମିଶନ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ୨୨୪ ବିଧାନସଭା ଆସନ ପାଇଁ ଲଢ଼େଇ ହେବ। ଏଥିପାଇଁ ଆଜି…

ଟେକ୍ସାସ୍ ୟୁନିଭରସିଟି ଡଲାସ୍ ପକ୍ଷରୁ ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ…

୭୫ ବର୍ଷ ପରେ କୁନୋରୁ ଆସିଲା ଖୁସି ଖବର ! ଏକାବେଳେ ୪ ଚିତା ଶାବକ ଜନ୍ମ ଦେଲା ନାମିବ୍ୟାରୁ ଆସିଥିବା ‘ସିଆୟା’

ମଧ୍ୟପ୍ରଦେଶ : ଭାରତର ମାଟିରେ ପ୍ରାୟ ୭୫ ବର୍ଷ ପରେ ଜନ୍ମ ନେଇଛି ଚିତା ଶାବକ, ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରୋଟି । ବୁଧବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଚିତାବାଘ ‘ସିଆୟା’ ମାଆ ହେବା ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…

ଏପ୍ରିଲ ପହିଲାରୁ ୱାଲେଟ୍ ପେମେଣ୍ଟରେ ଲାଗିବ ଚାର୍ଜ, UPI କାରବାର ମାଗଣା

ମୁମ୍ବାଇ: ଡିଜିଟାଲ୍ କାରବାରରେ ଏଣିକି ଦେବେ ଦେୟ । ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କାର ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ସ (PPIs) ଦେଣନେଣରେ ଦେୟ ଦେବାକୁ ପଡ଼ିବ । ଏନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସୁପାରିସ୍ କରିଛି । ଏହା ଦ୍ୱାରା ବ୍ୟାଙ୍କର…

ନବୀନଙ୍କ ଫୋକସରେ ସ୍ୱାସ୍ଥ୍ୟସେବା, କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।…

ନାବାଳକ ମୁଣ୍ଡରେ ସଂସାର ବୋଝ; ମୂର୍ତ୍ତି ଗଢ଼ି ଚଳାଉଛନ୍ତି ପରିବାର

କାମାକ୍ଷାନଗର: ଆଖିରେ ଉଙ୍କି ମାରୁଛି ନୂଆ ସମ୍ଭାବନା । ଅନେକ ସ୍ୱପ୍ନ। ଆକାଂକ୍ଷା ନେଇ ଛାତିର କୋହକୁ ଚାପି ଦେଇ ବାଟ ଚାଲୁଛି ୧୬ ବର୍ଷର ନାବାଳକ । ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଅଭାବ ଭିତରେ ଚାପି ହୋଇଯାଇଛି ବାଳୁତର ଭବିଷ୍ୟତ । ତଥାପି ହାର ମାନିନାହିଁ ।  ଆଉ ସେମାନଙ୍କ ମୁହଁରେ…