ଶୁଭେନ୍ଦୁ ସରକରାଙ୍କ ବଡ଼ ନିଷ୍ପତ୍ତି: ବଙ୍ଗଳାରେ ବନ୍ଦ ହେବ ଧର୍ମ ଆଧାରିତ ଗୋଷ୍ଠୀଙ୍କ ଭତ୍ତା
କୋଲକାତା: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବଙ୍ଗଳା ସରକାର ଆଜି ତାଙ୍କର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗରେ ବନ୍ଦ ହେବ ଧର୍ମ ଆଧାରିତ ଗୋଷ୍ଠୀଙ୍କ ସରକାରୀ ସହାୟତା। ଚଳିତ ବର୍ଷ ଜୁନ୍ ମାସରୁ କଟକଣା ପାଇଁ କ୍ୟାବିନେଟର…