Latest Odisha News

BREAKING NEWS

ହାଇଓ୍ୱାକୁ ଧକ୍କା ଦେଲା ବସ୍‌; ଚାଲିଗଲା ୨ଜଣକ ଜୀବନ

ଭୁବନେଶ୍ୱର : ଭୋରୁ ଭୋରୁ ଅଘଟଣ । ହାଇଓ୍ୱାକୁ ଧକ୍କା ଦେଲା ବସ୍‌ । ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ହାଇଓ୍ୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।…

ସ୍ୱାସ୍ଥ୍ୟପାଇଁ ଉପକାରୀ କମଳା….

ଆମ ଶରୀର ପାଇଁ ଉପକାରୀ ହେଉଛି ଫଳ । ସମସ୍ତ ଫଳ ମଧ୍ୟରୁ କମଳା ଅନ୍ୟତମ। ସେଥିପାଇଁ ସମସ୍ତେ କମଳାକୁ ବହୁତ ପସନ୍ଦ କରିଥାଆନ୍ତି । ସକାଳୁ କମଳା ଖାଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । କମଳା ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ପ୍ରକାରର ରୋଗ ଦୂର…

ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ ପ୍ରତିବାଦରେ ଓଡ଼ିଶାରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରିଛି । ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଛି ଦିନିକିଆ ସତ୍ୟାଗ୍ରହ । ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ…

ମଝି ଆକାଶରେ ଧକ୍କା ହୋଇଥାନ୍ତେ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ !

ନୂଆଦିଲ୍ଲୀ: ନେପାଳରେ ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଅଘଟଣକୁ ଟାଳି ଦେଇଛି । ସୂଚନା ଅନୁସାରେ, ଏୟାର ଟ୍ରାଫିକ କର୍ମଚାରୀଙ୍କ ଯୋଗୁଁ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ ଉଭୟ ଉଭୟଙ୍କ…

ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର

ଭୁବନେଶ୍ୱର: ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ସେଣ୍ଟର । ଏହି ସେଣ୍ଟରରେ କେବଳ ଯକ୍ଷ୍ମା ରୋଗ ନିମନ୍ତେ ଉପଲବ୍ଧ ଔଷଧ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ କାମ କରୁନଥିବା…

ଦାୟିତ୍ୱ ନେଲେ ମନମୋହନ ସାମଲ, କହିଲେ ‘ଓଡ଼ିଆଙ୍କ ସ୍ୱର ପାଲଟିବ ବିଜେପି’

ଭୁବନେଶ୍ୱର:  ରାଜ୍ୟ ବିଜେପିର ନୂତନ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ମନମୋହନ ସାମଲ । ଦଳୀୟ କାର୍ଯ୍ୟାଳୟରେ ମନମୋହନଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ଭାରତୀୟ ଜନତା ପାର୍ଟି ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଏବଂ କ୍ୟାଡର ଭିତ୍ତିକ…

ମାଙ୍କଡ଼ ପାଇଁ ଏତେ ଆୟୋଜନ

ବାଲେଶ୍ୱର(ଅଧିପ ଜେନା): ଚାଲିଛି ଭଜନ କୀର୍ତ୍ତନ, ଭୋଜିଭାତ ବି ହେଉଛି । ହେଲେ କାହିଁକି ? କାହା ପାଇଁ ହୋଇଛି ଏତେ ଆୟୋଜନ ? ନିହାତି ଆପଣଙ୍କ ମନରେ ବି ଏ ପ୍ରଶ୍ନ ଉଠୁଥିବ । ଏତେ ସବୁ ଆୟୋଜନ ହୋଇଛି ମାଙ୍କଡ଼ର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ । ଆଉ ଏସବୁ ଆୟୋଜନ କରିଛନ୍ତି ଗ୍ରାମବାସୀ ।…

ଟି୨୦ ଇତିହାସରେ ସର୍ବାଧିକ ରନ ଚେଜ କରି ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ବ୍ୟର୍ଥ ହେଲା ଚାର୍ଲସଙ୍କ ରେକର୍ଡ ଶତକ

ସେଂଚୁରିଆନ: ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି । ୱେଷ୍ଟଇଣ୍ଡିଜ ୨୫୯ ରନର ବିଶାଳ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଥିଲା । ମାତ୍ର କ୍ୱିଂଟନ ଡିକକ ୪୪ ବଲରେ ୧୦୦ ରନ କରି ଦଳରେ…

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତୀୟ ବକ୍ସର । ଏହି ପ୍ରତିଯୋଗିତାରେ ଭାରତର ୪ଜଣ ବକ୍ସର ସ୍ୱର୍ଣ୍ଣ ପଦକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ରବିବାର ୭୦ରୁ ୭୫ କିଗ୍ରା ବିଭାଗରେ ଲଭଲୀନା ବୋରଗାହେନ ଭାରତ ପାଇଁ ୪ର୍ଥ ସ୍ୱର୍ଣ୍ଣ ଜିତିଥିଲେ । ସେ…

ଶରୀରରେ ୧୨ତମ ଟାଟ୍ଟୁ କଲେ କିଙ୍ଗ କୋହଲି

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇପିଏଲ ୨୦୨୩ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ କ୍ୟାମ୍ପରେ ଯୋଗ ଦେଇଛନ୍ତି । ୩୪ ବର୍ଷୀୟ କୋହଲ ତାଙ୍କ ହାତରେ ଏକ ନୂଆ ଟାଟ୍ଟୁ କରିିଛନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ମିଶାଇ କୋହଲିଙ୍କ ଶରୀରରେ…