Latest Odisha News

BREAKING NEWS

୨୦ ମହଲାରୁ ଖସି ଓୟୋ ଫାଉଣ୍ଡର ରିତେଶଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ

ମୁମ୍ବାଇ: ଦେଶର ଚର୍ଚ୍ଚିତ ଓୟୋ ରୁମ୍ସ ଚେନ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରୁ ଖସି ପଡିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଫେରିଲା ପୁରୁଣା ପେନସନ ଯୋଜନା: କିଏ ପାଇବାକୁ ଯୋଗ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କମର୍ଚାରୀମାନଙ୍କୁ ମିଳିବ ଓଲଡ ପେନସନ ସ୍କିମର ଫାଇଦା(Old Pension Scheme ବା OPS)  । ତେବେ ଏହି ସୁବିଧାର ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀ ପାଇବେ ନାହିଁ । ନିର୍ଦ୍ଦିଷ୍ଟ…

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତଠାରୁ ୪୪୪ ରନ ଆଗରେ ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତଠାରୁ ୪୪୪ ରନ ଆଗରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ଦୁଇ ଓପନର ରୋହିତ ଶର୍ମର ୧୭ ଓ ଶୁଭମନ ଗିଲ ୧୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ…

ଶ୍ରୀକ୍ଷେତ୍ର କପ କ୍ରିକେଟ ଉଦଘାଟିତ

ପୁରୀ: ବାଲିଘାଟର ଭୂଦାନ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣମେଂଟରେ ୧୬ ଟିମ ଅଂଶଗ୍ରହଣ କରୁଛନ୍ତି । ମାଆ ଜାଗେଶ୍ୱରୀ ସ୍ପୋର୍ଟିଂ ଓ କପଲ ସ୍ପୋର୍ଟିଂ ମଧ୍ୟରେ ଉଦଘାଟନୀ ମୁକାବିଲା ଆୟୋଜିତ…

ଚିନ୍ତା ବଢାଇଲା H3N2 ଭାଇରସ; ନେଲାଣି ୨ ଜୀବନ

ନୂଆଦିଲ୍ଲୀ: ଚିନ୍ତା ବଢାଇଲା H3N2 ଭାଇରସ । ଦେଶରେ ୨ ଜୀବନ ନେଇ ସାରିଲାଣି ଏହି  H3N2 ଭୂତାଣୁ ।   ରାଜ୍ୟରେ ଏଚ୩ଏନ୨ ଭୂତାଣୁ ପ୍ରକୋପ ବଢୁଥିବାବେଳେ ୨ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ହରିଆଣାର ହୋଇଥିବାବେଳେ ଅନ୍ୟ ଜଣକ କର୍ଣ୍ଣାଟକ ।…

ଏକାଦଶ ତମ ବାର୍ଷିକ ଭକ୍ତି ସଙ୍ଗୀତ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ ‘ସମର୍ପଣ’ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୧ ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ 'ସମର୍ପଣ' ଏକ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଯାଇଅଛି । ସଙ୍ଗୀତା…

ମହିଳା ଦିବସରେ ମହିଳାଙ୍କୁ ସମ୍ମାନ: ବିନା ଯୌତୁକରେ ହେଲା ଗଣ ବିବାହ

ଯାଜପୁର:  କିଏ କେମିତି ପାଳିଲେ ବିଶ୍ବ ମହିଳା ଦିବସ । ହେଲେ ଏମାନେ ପାଳିଲେ ନିଆରା ଢଙ୍ଗରେ । ନିଆରା ଢଙ୍ଗ କହିଲେ ଭୁଲ ହେବ, ନିର୍ଭୁଲ ଢଙ୍ଗରେ । ମହିଳା ଦିବସରେ  ମହିଳାଙ୍କୁ ସହାୟତାର ହାତ ବଢାଇ ସେମାନଙ୍କୁ ଦେଲେ ଉଚିତ ସମ୍ମାନ । ବିନା ଯୌତୁକରେ ଆୟାଜନ କରିଥିଲେ  ଗଣବିବାହ ।   ଯାଜପୁର…

୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ; ୪୩ ଦୋକାନ ଘର ପୋଡି ପାଉଁଶ

ପୁରୀ:  ୩୬ ଘଣ୍ଟା ପରେ ଲିଭିଲା ନିଆଁ । ହେଲେ ନିଆଁ ସିନା ଲିଭିଲା, ଉଜୁଡି ଗଲା ଅନେକ ବ୍ୟବସାୟୀଙ୍କ ଜୀବିକା । ଏହି ନିଆଁର ଗର୍ଭରେ ପୋଡି ପାଉଁଶ ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ। ଏବେ ପାଉଁଶ ସ୍ତୁପକୁ ଦେଖି ମୁଣ୍ଡ ପିଟି କାନ୍ଦୁଛନ୍ତି ବ୍ୟବସାୟୀ । ପୁରୀ…

ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବା ହିନ୍ଦୁ ପରମ୍ପରାରେ ଗ୍ରହଣୀୟ ନୁହେଁ-ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା  ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି। ବିଜେଡି ବିଧାୟିକା ବର୍ଷା  ତାଙ୍କ ଟୁଇଟକୁ…

ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଓ୍ବାର୍ଲ୍ଡ କପ ଭିଲେଜରେ କରିବେ ରାତ୍ରୀ ଯାପନ

ରାଉରକେଲା :  ଆଜି ରାଉରକେଲା ଗସ୍ତରେ  ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଓ୍ବାର୍ଲ୍ଡ କପ ଭିଲେଜରେ ରାତ୍ରୀ…