Latest Odisha News

BREAKING NEWS

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କେନ୍ଦ୍ର ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ଶ୍ରେଣୀ ପରୀକ୍ଷା । ପ୍ରଥମ ଦିନରେ  ରହିଛି ମାତୃଭାଷା ସାହିତ୍ୟ ପରୀକ୍ଷା  । ପ୍ରଥମ ଦିନ   ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।   ୧୦ ଟାରେ ଶେଷ ହୋଇଛି ପରୀକ୍ଷା । ଆଜି ମୋଟ୍…

ସନ୍ଦିଗ୍ଧ ପାରାକୁ ନେଇ ଆସିଲା ସାଂଘାତିକ ତଥ୍ୟ; ପାରା ସାହାଯ୍ୟରେ ଚୀନ କରୁଛି ଗୋଇନ୍ଦାଗିରି

ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ପାରା ଜରିଆରେ ଚୀନ କରୁଛି ଗୁଇନ୍ଦାଗିରି ।  ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ ଲାବରେ ପାରା ଦେହରୁ ମିଳିଥିବା ଯନ୍ତ୍ରାଂଶକୁ ପରୀକ୍ଷା ପରେ ଏପରି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ; ନବ ଝଡରେ ପୁଣି କମ୍ପିବ ଗୃହ !

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ପୁଣିଥରେ ସରକାରଙ୍କୁ ଘେରି ପାରନ୍ତି ବିରୋଧି ।  ନବ ଦାସ ହତ୍ୟା ପ୍ରସଙ୍ଗ,  ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ।  ବ୍ୟତିତ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ,…

ସନେଟ : ନୀରବତା

ରଞ୍ଜିତା ରାଣୀ ହୋତା ତୁମ ନୀରବତା କାଳେକାଳେ ନୀଳ ସାଗର ଉର୍ମି ସମ, ବାରବାର ଆସି ମଥା ପିଟିଯାଏ ହୃଦ ଉପକୂଳ ମମ । ଶବ୍ଦହୀନ ସେ ଓଠର ନିବୁଜ ଭୀରୁ କମ୍ପନ ସାଥେ, କେତେ ଅପାଶୋରା , ଅୟୁତ ଅଲିଭା କଥା ନ କହିଛ ମତେ। ଆନତ ଆନନେ ଅଭିମାନ ରେଖା ଆଙ୍କି ଆସିଛ ଯେବେ ଆୟତ ମୋହର ନୟନ…

କଂଗ୍ରେସ ସରକାରରେ ବିଜୁଳି ରହୁନଥିଲା, ତେଣୁ ଜନସଂଖ୍ୟା ବଢ଼ିଯାଇଛି: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ହୁବୁଳି: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର କଂଗ୍ରେସକୁ ଟାର୍ଗେଟ କରିବାକୁ ଯାଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ସେ ଜନସଂଖ୍ୟା ବଢ଼ିବାରା କାରଣ ବାବଦରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ବିଜୁଳି ସେବା କମ୍ ରହୁଥିଲା।…

ନବ ଦାସଙ୍କ ଝିଅ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ନେଇଗଲେ ସାଇବର ଠକ

ସମ୍ବଲପୁର: ସାଇବର ଠକେଇର ଶିକାର ହେଲେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ ଦେଢ ଲକ୍ଷ ଟଙ୍କାର ଠକେଇର ଶିକାର ହେଇଛନ୍ତି । ଏ ନେଇ ସେ ସମ୍ବଲପୁର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର । ଅଇଁଠାପାଲିରେ ତାଙ୍କର…

ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅଷ୍ଟମ ବୃନ୍ଦାବନ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।…

ବିରୋଧୀ ଯେଉଁଠି ରେଡ୍ ସେଇଠି !

ଭୁବନେଶ୍ୱର: କୌଣସି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାଙ୍କ ଉପରେ ସିବିଆଇ, ଇଡି ଓ ଇନକମ ଟ୍ୟାକ୍ସ ଚଢ଼ାଉ କରାଯାଏ ବୋଲି ଅଭିଯୋଗ ହୋଇଆସୁଛି। କେନ୍ଦ୍ରର ବିଜେପି ସରକାର ଏହାକୁ ଅସ୍ତ୍ର କରି ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ଏପରିକି ବିଭିନ୍ନ ରାଜ୍ୟରେ ଏବେ ସିବିଆଇ…

କିଡ୍‌ନୀ ଜନିତ ସମସ୍ୟାରୁ ଦୂରେଇ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ

ଭୁବନେଶ୍ୱର: ଭାରତରେ ପ୍ରତି ୧ ଲକ୍ଷରେ ୮୦ ଜଣ ବ୍ୟକ୍ତି କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସାରା ବିଶ୍ୱରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ପ୍ରାୟ ୮୦ କୋଟିରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଅବସ୍ଥା ଜଟିଳ ହେବା ସମୟରେ ହସ୍ପିଟାଲ୍‌କୁ ଆସିଥାନ୍ତି । ତେଣୁ କିଡ୍‌ନୀ…

ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା । ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ…