Latest Odisha News

BREAKING NEWS

ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବ ଋଷ କମ୍ପାନୀ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛନ୍ତି । ଆଉ ସେଥିପାଇଁ ତ ଟ୍ରେନକୁ ଭାରତର ଜୀବନରେଖା ମଧ୍ୟ କୁହାଯାଇଥାଏ । ତେବେ ଯାତ୍ରୀଙ୍କୁ ସୁବିଧାସୁଯୋଗ ଯୋଗାଇଦେବାକୁ ରେଳ ମନ୍ତ୍ରାଳୟ ବିଭିନ୍ନ ପ୍ରୟାସ କରୁଥିବାବେଳେ ରାଜଧାନୀ, ଶତାବ୍ଦୀ ସହ…

ଦୁଇ ବର୍ଷ ବନ୍ଦ ରହିବା ପରେ ପୁଣିଥରେ ଆରମ୍ଭ ହେବ ସିଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଦୁଇ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ସିଟି ପାଇଁ ପ୍ରବେଶିକା ପରୀକ୍ଷା। ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଗତ ଦୁଇ ବର୍ଷ ବନ୍ଦ ରହିବା ପରେ ଏବେ ପୁଣିଥରେ ରାଜ୍ୟ ସରକାର ସିଟି ନାମାଲେଖା…

ଟଙ୍କାଏ ବି ନେଲେନି: ମାଗଣାରେ ଅଭିନୟ କଲେ ଅମିତାଭ-ଜୟା, ସୁପରହିଟ ହେଲା ଫିଲ୍ମ

ମୁମ୍ବାଇ: ୧୯୭୫ ମସିହାରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ 'ଚୁପକେ ଚୁପକେ'ରେ ବିଗ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା । ଏହା ଏକ କମେଡି ଫିଲ୍ମ ଥିଲା । ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ…

ମହାରାଷ୍ଟ୍ରର ନାଗପୁରରେ ଜରୁରୀ ଅବତରଣ କଲା ବାଂଲାଦେଶରୁ ମସ୍କଟ ଯାଉଥିବା ବିମାନ

ନାଗପୁର: ବାଂଲାଦେଶରୁ ମସ୍କଟ ଯାଉଥିବା ଏକ ବିମାନ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ମିଳିଥିବା ତଥ୍ୟ ମୁତାବକ ବିମାନଟି ସଲାମ ଏୟାରର ହୋଇଥିବାବେଳେ ଏହା ବାଂଲାଦେଶର ଚିଟାଗଙ୍ଗ ବିମାନବନ୍ଦରରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଇଞ୍ଜିନରେ ସମସ୍ୟା ସହ…

ଆଇସିସି ଟେଷ୍ଟ ରାଙ୍କିଂ: ଆର୍‌ ଅଶ୍ୱିନୀ ନମ୍ବର ୱାନ୍, ଟପ୍ ୧୦ରେ ଭାରତର ୩ ବୋଲର

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ରାଙ୍କିଂରେ ନମ୍ବର ୱାନ୍ ବୋଲର ହେଲେ ଭାରତୀୟ ସ୍ପିନର ଆର୍ ଅଶ୍ୱିନୀ। ବୁଧବାର ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଂ ଆର୍‌ ଅଶ୍ୱୀନ ବୋଲର ଭାବରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ…

ଜେଏନୟୁରେ ଲାଗୁ ହେଲା ନୂଆ ନିୟମ, ଧାରଣା ଦେଲେ ୨୦ ହଜାର ଫାଇନ, ହିଂସା କଲେ ରଦ୍ଦ ହେବ ଆଡ଼ମିସନ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଜେଏନୟୁ ବା ଜବାହାରଲାଲ ନେହେରୁ ୟୁନିଭର୍ସିଟି ପକ୍ଷରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନିୟମ ଜାରି କରାଯାଇଛି । ବିଶେଷ କରି କ୍ୟାମ୍ପସ ପରିସରରେ ଅଧିକାଂଶ ସମୟରେ ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ଓ ଧାରଣାକୁ ନଜରରେ…

ଆଜି ସକାଳ ୧୦ରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଗତ ବୁଧବାର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଦିନ ୧୦ ପିଲା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବେ। ତେବେ ତଳିତ ଥର କଳାରେ ୨ଲକ୍ଷ ୧୯ହଜାର ୧୧୦ ପିଲା ପରୀକ୍ଷା ଦେଉଥିବା ବେଳେ…

ପୂରଣ ହେବ ଖାଲି ପଡ଼ିଥିବା ପଦବି; ନିଯୁକ୍ତି ପାଇବେ ୪୦ ହଜାର ଶିକ୍ଷକ

ଭୁବନେଶ୍ୱର : ନିକଟରେ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ଘୋଷଣା ମୁତାବକ ଏବେ ରଜ୍ୟରେ ୪୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିରେ…

ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ବୁଧବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତ୍ରୀ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଧାରା ୪୦୯ ଅନୁଯାୟୀ ଏହି ମାମଲା ଦାୟର ହୋଇଛି। ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ…

ଅନୁବାଦ କବିତା : ସାହସ

ମୂଳ ବାଂଲା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଜଳିଉଠ ଭୟାତୁର ମଣିଷମାନେ ଆଜି ତାର ଖୁବ ପ୍ରୟୋଜନ ଜଳି ଉଠ ଗଛ, ଗ୍ରାମ ଜନପଦ ସହର, ଶ୍ରମିକ ଅବରୁଦ୍ଧ ଲୋକାଳୟମାନ । ଜୀବନ ଆଜି ବ୍ୟଥିତ ଆମ ସାମ୍ନାରେ ହତ୍ୟା ଓ ସନ୍ତ୍ରାସ ହୋଇଅଛି ଛିଡ଼ା ଖୁବ୍ ଦୁଃସମୟ ଆଜି ଇଟାର କାନ୍ଥରେ…