Latest Odisha News

BREAKING NEWS

ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓବିସି ଗଣନା କାର୍ଯ୍ୟ; ସବୁ ଜିଲ୍ଲାପାଳଙ୍କୁ ଓବିସି କମିସନଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର‘ଓବିସି’ଗଣନା କାର୍ଯ୍ୟ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓବିସି କମିସନ୍ ସଦସ୍ୟ ସଚିବ ଭି.ଭି ଯାଦବ ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଜଣାଇବ ସହ ଗଣନା କାର୍ଯ୍ୟ କିପରି ହେବ ତାହାର…

ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ଭାରତୀୟ ଯୁବକଙ୍କ ମୃତ୍ୟୁ

ସିଡନୀ: ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ୩୨ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାମ ମହମ୍ମଦ ରହମତୁଲ୍ଲା ସୟିଦ ଅହମ୍ମଦ ହୋଇଥିବାବେଳେ ସେ ତାମିଲନାଡୁର ବାସିନ୍ଦା । ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଯୁବକ ଜଣକ ସିଡନୀର ପଶ୍ଚିମ ଅବର୍ନ ଷ୍ଟେସନରେ ଜଣେ ସଫେଇ…

ପାୱାର ଚାନେଲକୁ ଡେଇଁ ପଡିଲେ ଭିସୁଟ ଛାତ୍ରୀ

ବୁର୍ଲା: ଭିସୁଟର ଜଣେ ଛାତ୍ରୀ ପାୱାର ଚାନେଲକୁ ଡେଇଁ ପଡିଛନ୍ତି। ଛାତ୍ରୀଙ୍କ ନାଁଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଗତକାଲି ରାତି ୧୦ଟାରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ପଡ଼ିଛନ୍ତି । ଆତ୍ମହତ୍ୟା ଉଦ୍ଦେଶ୍ୟରେ ସେ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ସେ ତାଙ୍କର ଜଣେ ସାଙ୍ଗଙ୍କ…

କଟକ-ଭୁବନେଶ୍ୱର-ପୁରୀରେ ଗଡିବ ମେଟ୍ରୋ ଟ୍ରେନ !

ଭୁବନେଶ୍ୱର : ସାରା ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ । ଏହାର ଡିଜାଇନ ଏବଂ ପୋଟ୍ରୋଟାଇପ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହାର କାମ ସରିଯିବ ବୋଲି ଅନୁମାନ କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ କାମ ସରିଗଲେ ଏହା ୨୦୨୪ ବେଳକୁ ଏହା ନିର୍ମାଣ ହେବା ସହ ଦେଶରେ ଗଡିବ…

ପାକିସ୍ତାନର କୋଟିପତି: ବ୍ୟୁରୋକ୍ରାଟଙ୍କ ଝିଅ ବାହାଘରରେ ଉପହାର ମିଳୁଛି ୭୨ କୋଟି ଟଙ୍କା

ଇସଲାମବାଦ: ପାକିସ୍ତାନ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବିସହ ହୋଇପଡୁଛି । ଦେଶରେ ଖାଦ୍ୟ ପାଇଁ ହାହାକାର । ଦରଦାମ ଆକାଶଛୁଆଁ ।  ଡାକ୍ତରଖାନାରେ ଔଷଧ କିଣିବାକୁ ଅର୍ଥର ଅଭାବ ।  ଚିକିତ୍ସା ଉପକରଣ କିଣିବା ଲାଗି ପାଖରେ ଅର୍ଥ ନାହିଁ । ସ୍ଥିତି ସୁଧାରିବା ପାଇଁ ରାଷ୍ଟ୍ରମୁଖ୍ୟ ଅନ୍ୟ ଦେଶ…

ରାଜଯୋଟକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ପର ଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ । କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି.. କୃତ କର୍ମର ଫଳ ଭୋଗ । ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ…

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; ସିସି କ୍ୟାମେରା ସାମ୍ନାରେ ପରୀକ୍ଷା ଦେବେ ୩.୫୮ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍‌ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରି ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବ । ଚଳିତବର୍ଷ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । କଳା ବିଭାଗରେ ୨ ଲକ୍ଷ ୩୩…

ସରିଲା ବିଜୁ ଲିଗାସି, ମାର୍ଚ୍ଚ ୫ରୁ ନବୀନଙ୍କୁ ବ୍ରାଣ୍ଡିଂ କରିବ ବିଜେଡି

ଭୁବନେଶ୍ୱର: ବଜେଟ ଆଗତ ବେଳେ ରାଜ୍ୟ ସରକାରଙ୍କ ଯୋଜନାରୁ ଯେଉଁ ଆଭାସ ମିଳିଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି। ଏଥର ବଜେଟରେ ବିଜୁ ନାଁରେ ନୂଆ ଯୋଜନା ଘୋଷଣା କରିନଥିଲେ ସରକାର। ଯାହାକି ପ୍ରଥମ ଥର ପାଇଁ ଏକ ବିଚ୍ୟୁତି ଦେଖାଦେଇଥିଲା। ତେଣୁ ଗୋଟିଏ ଆଭାସ ମିଳିଥିଲା ଯେ ଏଣିକି ଆଗାମୀ…

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର: ହିନ୍ଦୋଳ ଓ ଅତାବିରା ଏନଏସି କାଉନସିଲର ଅଧ୍ୟକ୍ଷ ପାଇଁ ଏପ୍ରିଲ ୩ ତାରିଖରେ ମତଦାନ ହେବ। ଓଡ଼ିଶା ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଡିସେମ୍ବରରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। ଭାରତୀୟ…

ଦେଶ ତଥା ବିଦେଶରେ ମିଳିବ ମୁକେଶ ଅମ୍ବାନୀଙ୍କ ପରିବାରକୁ Z+ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ବିଜନେସ ଟାଇକୁନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରର ସୁରକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି Z + ବର୍ଗର ସୁରକ୍ଷା କେବଳ ମୁମ୍ବାଇରେ ସୀମିତ ନୁହେଁ। ଏହା ସମଗ୍ର ଭାରତ ତଥା ଭାରତ ବାହାରେ ମଧ୍ୟ ଉପଲବ୍ଧ ହେବ। ଅଦାଲତ ଏହା ମଧ୍ୟ…