Latest Odisha News

BREAKING NEWS

ସରିଲା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ, ଗୃହ ମୁଲତବି

ଭୁବନେଶ୍ୱର: ହଟ୍ଟଗୋଳ ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନ ଶେଷ ହୋଇଛି । ଏଥିସହ ବିଧାନସଭାକୁ ବାଚସ୍ପତି ଆସନ୍ତା ୧୦ ତାରିଖ ଯାଏ ମୁଲତବି ରଖିଛନ୍ତି । ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷ ଦିନରେ ଗୃହରେ ବିରୋଧୀ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରାବାହିନୀ ପତି ଗ୍ୟାସ…

ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନରେ ବିଜେଡି ରଚିଥିଲା ହିଂସା ଷଡ଼ଯନ୍ତ୍ର: ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ଗତକାଲି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ଗଣତନ୍ତ୍ରରେ ପ୍ରତିବାଦ କରିବାର…

ସରକାରଙ୍କ ନିକଟରେ ୯ ଦଫା ଦାବି ପ୍ରଦାନ କଲା ସିକ୍ୟୁରିଟି ଆଣ୍ଡ ମ୍ୟାନପାୱାର ସଂଘ

ଭୁବନେଶ୍ୱର: ବ୍ୟବସାୟିକ ପ୍ରତିଷ୍ଠାନ ହେଉ ଅବା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇବା ହେଉ ଅବା ସରକାରୀ ସଂସ୍ଥା ମାନଙ୍କରେ ଦୈନନ୍ଦିନ କାମ ପାଇଁ ଆଡଲ୍ଟ ବେସିସରେ ସିକ୍ୟୁରିଟି ଏଜେନ୍ସିଗୁଡ଼ିକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି । ଖାଲି ସୁରକ୍ଷା ନୁହେଁ ବରଂ ଲକ୍ଷ ଲକ୍ଷ…

ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତ କରିବେ ସରକାର

ଭୁବନେଶ୍ୱର: ବିଦ୍ୟାଳୟରେ ଆଉ ରହିବ ନାହିଁ ଶିକ୍ଷକ ସମସ୍ୟା । ପ୍ରାଥମିକ ଶିକ୍ଷାରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ଦିଆଯିବ ପଦୋନ୍ନତି । ଖୁବଶୀଘ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ୱରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।  ଜନସାଧାରଣ, ବିଶେଷ କରି ଯୁବ ସମାଜ,…

ରିଲ୍ସ ନିଶା, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ରିଲ୍ସ ବନାଇବା ନିଶାରେ ଆଜିକାଲିର ଯୁବପିଢି । ଏହି କାରଣରୁ ଅନେକ ଜୀବନ ଯାଇଥିବା କଥା ବି ଆପଣ ଜାଣନ୍ତି। ଲୋକେ କେବେ  ଓ କେଉଁଠାରେ ଦୁର୍ଘଟଣାର ଶିକାର ହେଉଛନ୍ତି ତାହା କିଛି ଜଣାପଡୁନି। ‌ମେଟ୍ରୋରୁ ନେଇ ଟ୍ରେନ୍‌ ଆଦି ବିଭିନ୍ନ ସ୍ଥାନରେ ଯୁବପିଢ଼ିମାନେ ରିଲ୍ସକୁ ନେଇ ପାଗଳ ।…

ସ୍କୁଲ୍ ଯାଉଥିବା ୩ ଛୁଆଙ୍କ ଉପରେ ଏସୟୁଭି ଚଢ଼ାଇ ଦେଲେ କଲେଜ ଛାତ୍ର

ଚେନ୍ନାଇ: ସ୍କୁଲ୍ ଛୁଆଙ୍କ ଉପରେ ଏସୟୁଭି ଚଢ଼ାଇ ଦେଲେ କଲେଜ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁର ତିରୁପାଥୁର ଜିଲ୍ଲାରେ । ୩ ଜଣ ଛୁଆ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । କାର ଚାଳକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ରାଜପଥର ସର୍ଭିସ…

ଭାରତ ଯୋଡ ଯାତ୍ରା ପରେ ବ୍ରିଟେନରେ ନୂଆ ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ

ଲଣ୍ଡନ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ୭ ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ବର୍ତ୍ତମାନ ରାହୁଲଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ରାହୁଲ ନୂଆ ଲୁକରେ ନଜର ଆସିଛନ୍ତି । ଏହି ଫଟୋରେ ରାହୁଲ ଦାଢ଼ି…

ଜଗତସଂହପୁର ଜିଲ୍ଲା ବିଜେପି ପୂର୍ବତନ ଉପସଭାପତିଙ୍କୁ ଆକ୍ରମଣ; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପାରାଦ୍ୱୀପ: ଜଗତସଂହପୁର ଜିଲ୍ଲା ବିଜେପିର ପୂର୍ବତନ ଉପସଭାପତି ଅଜିତ ଦାସଙ୍କୁ ପାରାଦୀପରେ ମରଣାନ୍ତକ ଆକ୍ରମଣ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଜିତଙ୍କ ଦୁଇଟି ଗୋଡ଼ ଭାଙ୍ଗିଯାଇଥିବା ବେଳେ ହାତ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ସୂଚନା…

କର୍ଣ୍ଣାଟକରେ ଆପକୁ ବଡ ଝଟକା: ଦଳ ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ କମିଶନର

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ବା ଆପକୁ ବଡ ଝଟକା ଲାଗିଛି । ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ଆଜି ଆପ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଭାସ୍କର ରାଓ ଗତକାଲି (ମଙ୍ଗଳବାର) କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଓ…