Latest Odisha News

BREAKING NEWS

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ । ସେହିଭଳି କୋଟିଆରେ ସରକାରଙ୍କ…

ସୁରେଶ ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଅବସର ସହ ନିଯୁକ୍ତି । ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଅବସର ନେବେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଅବସର ନେଉଥିବା ବେଳେ ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି…

ଜେଲରେ ଗ୍ୟାଙ୍ଗୱାର: ସିଦ୍ଧୁ ମୁସେୱାଲ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ତରନତାରନ: ପଂଜାବର ତରନତାରନ ସ୍ଥିତ ଗୋଇନ୍ଦୱାଲ ଜେଲରେ ଗ୍ୟାଙ୍ଗୱାର ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟିଥିଲା । ମନଦୀପ ସିଂ ତୁଫାନ ଓ ମନମୋହନ ସିଂଙ୍କୁ ହତ୍ୟା କରାଯାଇଥିବା ବେଳେ କେଶବ ନାମକ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି…

ଇଟାଲୀ ସମୁଦ୍ରକୂଳରୁ ମିଳିଲା ୩୩ ଶବ, ଅବୈଧ ଭାବେ ସୀମାରେ ପ୍ରବେଶ କରୁଥିଲେ

କ୍ୟାଲବ୍ରିୟା: ଇଟାଲୀର କ୍ୟାଲବ୍ରିୟା ସମୁଦ୍ରକୂଳରେ ୩୩ଜଣ ବ୍ୟକ୍ତିଙ୍କ ଶବ ମିଳୁଛି । ଏହା ମଧ୍ୟରେ ଅଧିକାଂଶ ପାକିସ୍ତାନ, ଆଫଗାନିସ୍ତାନ ଓ ଇରାକର ଶରଣାର୍ଥୀ । ଅବୈଧ ଭାବେ ସମୁଦ୍ର ମାଧ୍ୟମରେ ସେମାନେ ୟୁରୋପ ଯିବାକୁ ଉଦ୍ୟମ କରୁଥିଲେ । କ୍ୟାଲବ୍ରିୟା ନିକଟରେ ଡଙ୍ଗାଟି ବୁଡି ଯାଇଥିଲା । ଏହି…

୯୫ବର୍ଷର ମା’ ଓ ୭୬ବର୍ଷ ଝିଅ, ଗଛମୂଳେ ବିତୁଛି ଜୀବନ

ନୂଆଦିଲ୍ଲୀ: ବୟସ ବଢିଲେ ବାର୍ଦ୍ଧକ୍ୟ ଛୁଏଁ । ଏହି ସମୟରେ ବୁଢା ବାପା ମା’ଙ୍କ ସାହାରା ବନିଥାନ୍ତି ପିଲାମା‌ନେ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନେ ସେମାନଙ୍କ ଦାୟିତ୍ୱ ଭୁଲି ଯାଇଥାଆନ୍ତି। ଏମିତି ଜଣେ ବୃଦ୍ଧ ମା’ ଓ ତାଙ୍କ ଝିଅ ଗଛମୂଳରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଏହି…

IAS ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଆଇଏଏସ୍ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ସେହିଭଳି ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି…

ଏଠି କେଜିଏ ପିଆଜ ସହ ୬ କେଜି ଚିକେନର ଦାମ ସମାନ

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଏଭଳି ହୋଇଛି, ଲୋକେ ଦୁଇ ବେଳା ଦୁଇ ମୁଠା ଖାଇବା ଲାଗି ବି ପାଉ ନାହାନ୍ତି । ଦକ୍ଷିଣପୂର୍ବ ଏସିଆ ଦେଶ ଫିଲିପ୍ପାଇନ୍ସରେ ପିଆଜ ଏବେ ଲୋକଙ୍କୁ କନ୍ଦାଇଲାଣି । ନିକଟରେ ଫିଲିପ୍ପାଇନ୍ସରେ ପିଆଜ କେଜି…

ଭାଇରାଲ୍ ହେଉଛି ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନଙ୍କ ନାଟୁ ନାଟୁ ଗୀତରେ ନୃତ୍ୟ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ଫିଲ୍ମ 'ଆରଆରଆର'ର ନାଟୁ-ନାଟୁ ଗୀତ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏହି ଗୀତକୁ ଓସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଛି ।  ଏହି ସମୟରେ ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦକ୍ଷିଣ କୋରିଆ ଦୂତାବାସର କର୍ମଚାରୀମାନେ ଏହି ଗୀତର ତାଳେ ତାଳେ…

ଡିଏସପି କହି ପୋଲିସ କନଷ୍ଟେବଲଙ୍କୁ ପିଟିଥିଲେ ; ଜେରା ବେଳେ ସତ ମାନିଲେ ବିଏସଏଫ କର୍ମଚାରୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ  ଟ୍ରାଫିକ କନଷ୍ଟେବଲ ଆହତ ହୋଇଛନ୍ତି  । ଆକ୍ରମଣକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ । ସେ ପୋଲିସ ଡ଼ିଏସପି…