Latest Odisha News

BREAKING NEWS

ଡିଏସପି କହି ପୋଲିସ କନଷ୍ଟେବଲଙ୍କୁ ପିଟିଥିଲେ ; ଜେରା ବେଳେ ସତ ମାନିଲେ ବିଏସଏଫ କର୍ମଚାରୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ  ଟ୍ରାଫିକ କନଷ୍ଟେବଲ ଆହତ ହୋଇଛନ୍ତି  । ଆକ୍ରମଣକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ । ସେ ପୋଲିସ ଡ଼ିଏସପି…

‘ମନ୍ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କମଳା କହିଲେ ‘ବିକ୍ରି ନହେଲେ ମୋଦିଙ୍କୁ ପଠେଇବି’

ଭୁବନେଶ୍ୱର: ଜରି ଲୁଚେଇ ଆଣୁଥିଲେ, ହାତରେ ସାଦରେ ବୁଣୁଥିଲେ । ପ୍ଲାଷ୍ଟିକ ଆବର୍ଜନାରୁ ସୃଷ୍ଟି କରୁଥିଲେ ସର୍ଜନା । ‘ମନ୍ କି ବାତ’ରେ କେନ୍ଦ୍ରାପଡ଼ାର କମଳା ମହରଣାଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖଇରାବାଦ ଅଞ୍ଚଳର କମଳା ମହାରଣା ବର୍ଜ୍ୟବସ୍ତୁରୁ ଘରକରଣା…

୧୯୮୦ ମସିହାର ମେନ୍ୟୁ କାର୍ଡ, ଦର ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସବୁ ଜିନିଷ ଖୁବ ମହଙ୍ଗା। ଆଗରୁ ସବୁ ଜିନିଷ ଶସ୍ତାରେ ମିଳୁଥିଲା ବେଳେ ଏବେ ସବୁର ଦର ଆକାଶ ଛୁଆଁ। ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ମେନ୍ୟୁ କାର୍ଡ, ଏହାକୁ ଦେଖି ଅପାଣ ଜାଣିପାରିବେ ଯେ ୧୯୮୦ ମସିହାରେ ମିଠା, ନମ୍‌କିନ୍‌ର ଦର କେତେ କମ ଥିଲା। ଏହି…

ଆଉ ୫ ଦିନ ପରେ ଅସହ୍ୟ ହେବ ତାତି

ଭୁବନେଶ୍ୱର: ବଢୁଛି ତାତି । ଆଗକୁ ତାତି ଆହୁରି ବଢିବ । ଏ ନେଇ ପାଣିପାଗ ବିଭାଗ କରିଛି ପୂର୍ବାନୁମାନ । ଆସନ୍ତା ୫ ଦିନ ପରେ ରାଜ୍ୟର ତାତି ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏବେଠାରୁ ଅସହ୍ୟ ହେଲାଣି ଖରା । କିଛି ସ୍ଥାନରେ ତାପମାତ୍ରା ୩୮…

କୋଟିଆ ପରେ ଲାଉଗୁଡ଼ା ଉପରେ ଆନ୍ଧ୍ରର ଆଖି, ମନରେଗାରେ ଖୋଳିଲା ପୋଖରି

ଗୁଣପୁର: କୋରାପୁଟର କୋଟିଆ ପରେ ରାୟଗଡ଼ାର ଲାଉଗୁଡ଼ା ଉପରେ ଆଖି ପକାଇଛି ଆନ୍ଧ୍ରପ୍ରଦେଶ । ରାୟଗଡ଼ା ରାମନାଗୁଡ଼ା ବଲସୁଲୁଡ଼ି ମୌଜା ଲାଉଗୁଡ଼ାରେ ଆନ୍ଧ୍ରପ୍ରଦେଶର ମନମାନି ଦେଖିବାକୁ ମିଳିଛି । ଓଡ଼ିଶା ସୀମାରେ ପଶି ମନରେଗା ଯୋଜନା ଅଧିନରେ ଆନ୍ଧ୍ର ପୋଖରି ଖୋଳୁଥିବା ନେଇ ଗ୍ରାମବାସୀଙ୍କ…

ଜଣେ ରାଜକୁମାରୀଙ୍କ ବାହାଘର; ବାପ ଦେଲେ ୩ କିଲୋ ସୁନା ସହ ରୂପାର ଖଟ ଓ ସୋଫା

ଜୟପୁର(ରାଜସ୍ଥାନ): ରାଜକୁମାରୀଙ୍କ ଭୋଗ ବିଳାସ, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନକାହାଣୀ ସମସ୍ତେ ଜାଣିଥିବେ । ରୂପା ପଲଙ୍କ..ସୁନା ଥାଳିଆା.. କଥା ଶୁଣିଲେ ହିଁ ମନେ ପଡିଯାଏ କାହାଣୀର ସେଇ ରାଜକୁମାରୀଙ୍କ କଥା । ହେଲେ ଆମେ ଏଠି ଯାହା କଥା କହିବାକୁ ଯାଉଛୁ ସେ କୌଣସି ରାଜଙ୍କ କୁମାରୀ ନୁହଁନ୍ତି…

ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମତ ସ୍ପଷ୍ଟ କଲେ ସୋନିଆ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଳି ଦଳର ଜାତୀୟ ଅଧିବେଶନରେ ଏମତି କିଛି ଇସାରା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବସର କଥା କହିବାର ଦିନକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୋନିଆ । ସୋନିଆ କହିଛନ୍ତି, ସେ…

ଆଶ୍ଚର୍ଯ୍ୟ ! ୧୩ ମାସରେ ୨ ଥର ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ୱାଶିଂଟନ: ଏ ପୃଥିବୀରେ ଏମିତି ଚମକ୍ତାର ଜିନିଷ ଘଟେ ଯାହା ଦେଖିଲେ ବିଶ୍ୱାସ କରି ହୁଏନି । ମଣିଷ କଥା ଛାଡ, ବିଜ୍ଞାନ ବି ଏଠି ଫେଲ ମାରେ । ଏମିିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବୁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏମିତି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜଣେ…

ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..

ମା’ ଉଠିଯା..ଏମିତି ରାସ୍ତା ଉପରେ କାହିିଁକି ଶୋଇଛୁ ? ଆଉ କେତେ ସମୟ ଶୋଇବୁ ମା’ ? ଉଠ ମା’... ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..ବୁଝି ନ ହେଲେ ବି ତାର ଭାବଭଙ୍ଗୀ ଠିକ ଏହା ହିଁ କହୁଥିଲା ଅନେକ ଲୋକ ତା ପାଖରେ ଛିଡା ହୋଇ ଦେଖୁଥିଲେ । ସମସ୍ତଙ୍କ ଆଖି ଓଦା ହୋଇ ଯାଉଥିଲା । ହେଲେ ଏ ୨ ମାସର…