ଋଷର ୬ଟି ଗୁଇନ୍ଦା ବେଲୁନକୁ ମିସାଇଲ୍ ମାଡ କରି ଖସାଇଲା ୟୁକ୍ରେନ୍; ଆକ୍ରମଣ ନେଇ ରାଜଧାନୀରେ ଆଲର୍ଟ ଜାରି
କିଭ୍: ବର୍ଷେ ହେଲା ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନ୍ର ସୈନ୍ୟ ଠିକଣା ଖୋଜିବାକୁ ଗୁଇନ୍ଦା ବେଲୁନ ଛାଡ଼ିଥିଲା ଋଷ। କିଭ୍ ଆକାଶରେ ବେଲୁନ ଦେଖିବା ପରେ ମିସାଇଲ୍ ମାଡ଼ କରି ଖସାଇଲା ୟୁକ୍ରେନ୍। ଏନେଇ ୟୁକ୍ରେନ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। କିଭ୍ ଆକାଶରେ ଦେଖାଯାଇଥିବା…