ବିଜେଡି ଷଡ଼ଯନ୍ତ୍ର କରି ହତ୍ୟା କରିବାକୁ ଯୋଜନା କରୁଛି: ଜୟନାରାୟଣ
ଭୁବନେଶ୍ୱର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳକୁ ନେଇ ଓଡିଶାରେ ଏବେ ରାଜନୀତି ଚରମ ସୀମାରେ ପହଞ୍ଚିଛି।
ଏହି ବିବାଦ ମଧ୍ୟରେ ଗୁରୁବାର ଦିନ ବିଜେପିର ବରିଷ୍ଠ ନେତା ଏକ ଚାଞ୍ଚଲ୍ୟକର…