Latest Odisha News

BREAKING NEWS

ରାଜ୍ୟସଭାରେ ଜୟା ବଚ୍ଚନ କାହାକୁ ଏପରି ଅଙ୍ଗୁଳି ନିର୍ଦ୍ଦେଶ କଲେ?

ନୂଆଦିଲ୍ଲୀ: ରାଜ୍ୟସଭାରେ ଫେବୃଆରୀ ୯ ତାରିଖରେ ହୋଇଥିବା ଏକ ଘଟଣାକ୍ରମକୁ ନେଇ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚା। ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋରେ ସାଂସଦ ଜୟା ବଚ୍ଚନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ…

ରାତିରେ କମିବ, ଦିନରେ ବଢ଼ିବ ତାପମାତ୍ରା: ଫେବୃଆରୀରେ ଏପ୍ରିଲ-ମେ’ର ଅନୁଭୂତି!

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା। ଏପରି କିଛି ସ୍ଥାନରେ ଅନୁଭୂତ ହେବ ତାପମାତ୍ରା। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାତିରୁ ୨ ଦିନ ଯାଏ ପାରଦ ପାଖାପାଖି ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ତେଣୁ କିଛି ସ୍ଥାନରେ ହାଲୁକା ଶୀତ ଅନୁଭୁବ ହେବ। ଅନ୍ୟପଟେ ରାଜ୍ୟରେ ଦିନର ତାପମାତ୍ରା…

ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ, କଂଗ୍ରେସ କହିଲା ଯିଏ ମୋଦୀ ପାଇଁ କାମ କରନ୍ତି… ରାଜ୍ୟପାଳ ହୁଅନ୍ତି

ନୂଆଦିଲ୍ଲୀ: ୨୦୧୯ରେ ଐତିହାସିକ ଅଯୋଧ୍ୟା ରାୟ ପ୍ରଦାନ କରିଥିବା ବେଞ୍ଚର ସଦସ୍ୟଙ୍କ ମଧ୍ୟରେ ଥିବା ଜଷ୍ଟିସ ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି…

ପତ୍ନୀ, ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା!

ଲକ୍ଷ୍ମୀପୁର : କୋରାପୁଟ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୋୟାପୁଟ ଗାଁରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଘର ଭିତରେ ଝୁଲି ରହିଥିବା ବେଳେ ସ୍ତ୍ରୀଙ୍କ ମୃତଦେହ ସୋଫା ସେଟ୍ ଉପରେ ପଡ଼ିଥିଲା। ଉଭୟଙ୍କ ଚାରି ବର୍ଷର ଝିଅ ମୃତଦେହ ମଧ୍ୟ ସୋଫା ତଳେ ପଡ଼ିଥିବା…

ଗୁଜରାଟରୁ ଫେରିଲା ଗୋପାଳ, ଆଜି ସରୁଛି ରିମାଣ୍ଡ ଅବଧି

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟରୁ ଫେରିଛି। ଗତକାଲି ଭାୟା ରାୟପୁର ହୋଇ ଝାରସୁଗୁଡାକୁ ଫେରିଛି। କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ବିମାନବନ୍ଦର ଥାନାରେ ରଖାଯାଇଛି। ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ କଡ଼ା…

କବିତା : ମାଟି

ବାସନ୍ତୀ ଲତା ଜେନା  ମାଟିରେ ଜନମ ମାଟିରେ ମରଣ ମାଟି ମୋର ପୂଣ୍ୟ ଭୂମି ଏମାଟି ଚନ୍ଦନ ଶୀତଳ ପବନ କରେ ମୁଁ ତାକୁ ନମାମି । ମାଟି ନୁହେଁ ସେତ ମାଆଟି ଆମର ସହେ ଅଳି ଅରଦଳୀ ସର୍ବଂସହା ଦେବୀ ଧରିତ୍ରୀ ଜନନୀ ମମତା ଦେଉଛି ବୋଳି । ଏମାଟି କୋଳରେ ଜନମ ନେଇଛି ଖେଳିଛି ତା କୋଳେ…

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କ ଅଭିଭାଷଣକୁ ନେଇ ବିବାଦ, ତେଜିଲା ରାଜନୀତି

ଭୁବନେଶ୍ୱର: ରବିବାର ବାଣୀବିହାର ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅଶାନ୍ତିକୁ  ନେଇ ତେଜିଛି ରାଜନୀତି। ଗୋଟିଏ ପଟେ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ଆୟୋଜକ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ପାକିସ୍ତାନକୁ ହରାଇଲା ଭାରତ

କେପଟାଉନ: ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଜେମିମା ରୋଡ୍ରିଗ୍ୟୁଜଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ୱକପର ୪ର୍ଥ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ…

୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କଲେ ଜ୍ୟୋତି ୟାରାଜୀ

ଭୁବନେଶ୍ୱର: କାଜକସ୍ତାନର ଅଷ୍ଟାନାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଏଥିରେ ଜ୍ୟୋତି ୟାରାଜୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେ ୨ ଦିନରେ ୨ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ…

୩ ବର୍ଷ ପରେ ଆଉ ଥରେ ବିବାହ କରିବେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶ ଷ୍ଟାନକୋଭିଚ ୩ ବର୍ଷ ହେବ ପତି-ପତ୍ନୀ ଭାବେ ଚଳୁଛନ୍ତି । ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଭାଲେଂଟାଇନ ଡେ ଅବସରରେ ରାଜସ୍ଥାନର ଉଦୟପୁରରେ ସେମାନେ ଗ୍ରାଣ୍ଡ ସେରୋମୋନୀ ରଖିଛନ୍ତି ବୋଲି ରିପୋର୍ଟ…