ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
ଚେନ୍ନାଇ: ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ହଠାତ ଆଇପିଏଲରୁ ଅବସର ନେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଏବେ ସେ ଅବସର କାହିଁକି ନେଲେ ଖୁଲାସା କରିଛନ୍ତି । ମୁଁ ମାନସିକସ୍ତରରେ ଭାଙ୍ଗି ପଡିଥିଲି । ଆଇପିଏଲ ୨୦୨୫ରେ ମୋ ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ମୁଁ ଆହୁରି ମ୍ୟାଚ…