First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
ପୁରୀ:ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ପ୍ରଥମ ଥର ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିବା ଘଟଣା ଏବେ ଚର୍ଚ୍ଚାରେ । ଫ୍ଲାଗ୍ ବିଚ୍କୁ ଅଲିଭ ରିଡ୍ଲେମାନେ ସୁରକ୍ଷିତ ଅନୁଭବ କରି ଅଣ୍ଡାଦାନ କରିଛନ୍ତି । ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି । ଗୋଟିଏ ଅଲିଭ ରିଡଲେ କଇଁଛ ଏଠାକୁ ଆସି ୧୧୪ଟି ଅଣ୍ଡା…