Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମୁକାବିଲା

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ରବିବାର ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା ସାମ୍ନି ସାମ୍ନି ହେବେ । ଏହି ମ୍ୟାଚରେ ଭାରତର ଦୃଢ଼ ବ୍ୟାଟିଂ ଲାଇନ ଅପ ଓ ଦକ୍ଷିଣ ଆଫ୍ରିକା ବୋଲିଂ ମଧ୍ୟରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକମାନେ ଦେଖିବାକୁ ପାଇବେ…

ନିଆଁ ଲାଗି ଜଳିଗଲା ୩ କୋଟିର ସମ୍ପତ୍ତି

ରାୟଗଡ଼ା: ବିଳମ୍ବିତ ରାତିରେ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟି ୩ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ରାୟଗଡ଼ା ସହରର କପିଳାସ ରୋଡରେ ଥିବା ନଟରାଜ ହାର୍ଡୱେର ଓ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ନିଆଁ ଲାଗିଥିଲା । ସର୍ଟ ସର୍କିଟରୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି…

ASI କରୁଛି କଣ ? ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର…

ପୁରୀ: ଏଏସ୍ଆଇ ହାତରେ ସୁରକ୍ଷିତ ତ ଶ୍ରୀମନ୍ଦିର ? ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ ପଥର ଖସିବାର କିଛି ଦିନ ଭିତରେ ପୁଣି ଥରେ ପଥର ଖସିଛି । ଯାହାକୁ ନେଇ ସେବାୟତଙ୍କ ସହ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ ଶ୍ରୀମନ୍ଦିର ରତ୍ନ ସିଂହାସନ ପଛ ଭାଗରୁ ଚୂନ…

ବାରାହା ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ସୁବର୍ଣ୍ଣପୁର : ବାରାହା ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ଏପରି ଘଟଣା ଦେଖିବାକୁ ମିଳିଛି l ବନ କର୍ମଚାରୀ ଜଣକ ହେଲେ ଆଶୁତୋଷ ହୋତା l ବାରାହା କେନାଲରେ ଫସି ଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇଥିଲେ ଆଶୁତୋଷ ସେହି ସମୟରେ ଫରେଷ୍ଟ ଗାର୍ଡକୁ…

କବିତା : ଦେବୀ

ଭାରତ ମାଝୀ  ତୁ ତମେ ଦେବତା କହିବୁନି କେବେ, ପ୍ଲିଜ୍! ମହାଳୟାରେ ଆଇଁଷ ଖାଇଚି ପିତୃଙ୍କୁ ଦେଇନି ପିଣ୍ଡ, ଜାଣିଜାଣି ଅରଷ୍ଟି, ଯମର ଦୁରୁଦଣ୍ଣ! ହେଲେ ଆ', ତତେ ଦେବୀ କରିଦେବି, ମୁଁ ମହୀଷ ହୁଏ ପଛେ ତୋ 'ଜାନୁ ଯଉବନ ଖୋଲା ଅଙ୍ଗେ ନାହିଁ ବାସ' ତ ଦେଖିବି! ତୁ ମତେ ଦେବତା…

ଏଫଆଇଏଚ ପ୍ରୋ ଲିଗ : ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦର୍ଶକରେ ଭରପୂର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗର ଏକ ରୋମାଂଚକ ମୁକାବିଲାରେ ଭାରତ ୪-୩ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୧-୩ରେ ପଛୁଆ ଥିବା ଭାରତ ମ୍ୟାଚକୁ ବରାବର କରିବା ସହ ଶେଷ ମୂହର୍ତରେ ଗୋଲ ସ୍କୋର କରି ଘରୋଇ ଦର୍ଶକଙ୍କ ମନ ଜିଣିଥିଲେ ।…

ସଲମାନଙ୍କ ବିନା ବୋନୀ କାପୁର ଆରମ୍ଭ କରିବେ ନୋ ଏଂଟ୍ରିର ସିକ୍ୱେଲ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଅଭିନୀତ ନୋ ଏଂଟ୍ରିର ସିକ୍ୱେଲକୁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ଅଛନ୍ତି । ସଦ୍ୟ ରିପୋର୍ଟ ମୁତାବକ ବୋନୀ କାପୁର ଏହାର ସିକ୍ୱେଲ ସଲମାନଙ୍କ ବିନା କରିବା ପାଇଁ ନିଷ୍ପତି ନେଇଛନ୍ତି । ସଲମାନ ଏବଂ ବୋନୀଙ୍କ ମଧ୍ୟରେ ଏହି ଫିଲ୍ମ ନେଇ ବିବାଦୀୟ…

ରଦ୍ଦ ହେଲା ଆଜମ ଖାଁଙ୍କ ବିଧାନସଭା ସଦସ୍ୟପଦ

ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିଧାନସଭା ସଦସ୍ୟପଦ ରଦ୍ଦ ହୋଇଛି । ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟଙ୍କ ପାଖରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଶୁକ୍ରବାର ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ସଦସ୍ୟ ପଦକୁ ରଦ୍ଦ କରିଛନ୍ତି । ଏଥିସହ…

ଖେଲୋ ଇଣ୍ଡିଆ ମିଟରେ ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ଜ୍ୟୋତ୍ସ୍ନା ସବର ଖେଲୋ ଇଣ୍ଡିଆ ନ୍ୟାଶନାଲ ର‌୍ୟାଙ୍କିଙ୍ଗ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଉତରପ୍ରଦେଶର ମୋଦିନଗରରେ ଅନୁଷ୍ଠିତ ଏହି ଚାମ୍ପିୟନଶିପର ଫେଜ୨ ମୁକାବିଲାରେ ଜ୍ୟୋତ୍ସ୍ନା ରୌପ୍ୟ ପଦକ ହାସଲ କରିଛନ୍ତି । ୪୦ କିଗ୍ରା…

ରାଜଧାନୀରେ ନକଲି ଏସ୍କର୍ଟ ରାକେଟ୍, ଅନଲାଇନ୍ ଆଡ୍ ଦେଇ କରୁଥିଲେ ଆକାଉଣ୍ଟ ଖାଲି

ଭୁବନେଶ୍ୱର: ବ୍ଲାକମେଲର୍ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲା ଥମିନି । ଅର୍ଚ୍ଚନାର ନାଗ ଫାଶରେ ଅନେକ ନେତା, ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ଭିତରେ ଶୁକ୍ରବାର କମିଶନରେଟ୍ ପୋଲିସ ଏକ ନକଲି ଏସ୍କର୍ଟ ରାକେଟର ପର୍ଦ୍ଦାଫାସ୍ କରିଛି । ରାକେଟର ମାଷ୍ଟରମାଇଣ୍ଡ ସହ ଜଣେ ମହିଳାଙ୍କୁ ମିଶାଇ ପୋଲିସ ୫…