Latest Odisha News

BREAKING NEWS

ଘରୋଇ ଉପଚାରରେ କିପରି ହଟାଇବେ ବ୍ଲାକ୍ ହେଡ୍ସ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚାରେ ଡେଡ ସେଲ୍ସ ତଳେ ତେଲ ଜମା ହେବାରୁ ଚର୍ମରେ ଛୋଟ ଛୋଟ ଦାନା ଆକାରରେ ଉତ୍ପନ୍ନ ହେବାକୁ ଲାଗେ। ଏହା ବାୟୁ ସହିତ ସଂସ୍ପର୍ଶରେ ଆସି ଅକ୍ସିଡାଇଜ୍ ହୋଇ କଳା ହୋଇଯାଏ। ଏହାକୁ ବ୍ଲାକହେଡ କୁହାଯାଏ। ମୁଖ୍ୟତଃ ନାକରେ ବ୍ଲାକ୍ ହେଡ୍ ଅଧିକ ହୁଏ। ଏହାକୁ ବାହାର କରିବା…

‘ରିଲାକ୍ସ ଆଣ୍ଡ ରିଫ୍ଲେକ୍ଟ’ ମରୁନ ସ୍ୱିମସୁଟରେ ରକୁଲଙ୍କ ହଟ୍ ବିଚ୍ ଲୁକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଶୀତ ଋତୁ ଏବଂ ହଲିଡେ ସିଜିନରେ ଛୁଟିର ଚାହିଦା ବଢିଯାଏ। ଶୀତଦିନେ ବିଚ ହଲିଡେ ଖରାରେ ବସିବା ଏକ ନିଆରା ମଜା। ତେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମାଲଦୀପରେ ଛୁଟି ବିତାଉଛନ୍ତି। ବିଚ୍ ଫ୍ୟାଶନକୁ ଶୀର୍ଷକୁ ନେଇଯାଇଥିବା ଅଭିନେତ୍ରୀଙ୍କୁ ଡାର୍କ ରେଡ ରଙ୍ଗର…

କବିତା : କଥାଟିଏ

ଶ୍ୟାମା କିଙ୍କର ମହାନ୍ତି ଗଲାକାଲି ରାତିର ହିଁ କଥା ଦିନସାରା ଏତେ ସବୁ ଭିତରେ କେହି ଜାଣିପାରିଲେନି କହିଲିନି ବି କାହାକୁ ଶେଷରେ କହିଲି ତାଙ୍କୁ ମୋ ଇହକାଳ ପରକାଳର ଦେବତାଙ୍କୁ କିନ୍ତୁ କେମିତି ସେ ହୋଇପାରିଲେ ଏତେ ନିର୍ବିକାର ନ ଥିଲା ତାଙ୍କ ଭିତରେ ତିଳେ ଭାବାନ୍ତର…

ଶିଶୁ କବିତା : ସୃଷ୍ଟିର ନିୟମ

ପ୍ରତିଭା ସାହୁ ଘୋର ଅନ୍ଧାର ମାଡି ଆସିଲା ଵିଜୁଳି ଚିକି ମିକି ଗଛରେ ବସି ପାତି ମାଙ୍କଡ ଡରରେ ଜାକିଜୁକି । ଦୂରରୁ ଥାଇ ଗୁଣ୍ଡୁଚି ମୂଷା କହିଲା ମାଙ୍କଡ ଭାଇ ମେଘକୁ ଦେଖି ଏତେ ଛାନିଆଁ ହେଉଛୁ କାହିଁ ପାଇଁ । ବରଷା ଏବେ ଯିବରେ ଛାଡି ଆସିବ ମାଡି ଶୀତ ଡାଳରୁ ଡାଳ ଡେଇଁ…

ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ

ଭୁବନେଶ୍ୱର: ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଆୟୋଜିତ ହୋଇଛି ବକ୍ତୃତା । ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ସ୍ନାତକତ୍ତୋର ବିଭାଗର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ…

ହସିଲେ ସୂର୍ଯ୍ୟ !

ୱାଶିଂଟନ: ମହାକାଶରେ ଆଜି ସୂର୍ଯ୍ୟ ହସିଛନ୍ତି । ଆଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ସ୍ପେଶ ଏଜେନ୍ସି ନାସା ପକ୍ଷରୁ ଏହି ଫଟୋ ଛଡା ଯାଇଥିଲା । ଯାହାକୁ ଦେଖି ସମେସ୍ତ ହତବାକ ହୋଇ ଯାଇଥିଲେ । ଏପରିକି ସୋସିଆଲ ମିଡିଆରେ କେତେଜଣ ସୂର୍ଯ୍ୟଙ୍କୁ ଏହି ହସକୁ କାର୍ଟୁନ ସହିତ…

ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ କୁଇନ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା କୁଇନ କଙ୍ଗନା ରାନାୱତ ଏବେ ପୁନର୍ବାର ଚର୍ଚ୍ଚାରେ । ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ମଣ୍ଡିରୁ ଯଦି ବିଜେପି ମୋତେ ଟିକେଟ ଦେବ ତାହାହେଲେ ନିଶ୍ଚିତ ଭାବେ ଲଢ଼ିବି । ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ…

ଘରୋଇ ଜମିରେ ଜୋର ଜବରଦସ୍ତ ସରକାରୀ କୋଠା ନିର୍ମାଣ ଅଭିଯୋଗ

ନୂଆପଡ଼ା: ବେସରକାରୀ ଜାଗାରେ ଚାଲିଛି ସରକାରୀ କୋଠା ନିର୍ମାଣ । ମିଶନ ଶକ୍ତି ଗୃହ, ବଜାର ଗୃହ ସହ ଗ୍ରାମୀଣ ପାର୍କ ଭଳି ଏକାଧିକ ସରକାରୀ କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ଜମିରେ ସରକାରୀ ବାବୁ ଜୋର ଜବରଦସ୍ତି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ…

ଫିଲିପ୍ସଙ୍କ ବ୍ୟାଟିଂ ପରେ ବୋଲ୍ଟଙ୍କ କମାଲ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ ବିଜୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ଆଗରେ ରହିଥିବା ବେଳେ ଶ୍ରୀଲଙ୍କା ପ୍ରାୟତଃ ଏଥିରୁ ବାଦ୍ ପଡିଛି । ପ୍ରଥମେ ବ୍ୟାଟିଂ କରି…

ଯାଜପୁରରେ ଆରମ୍ଭ ହେଲା ବିରଜା ଶ୍ରୀ ବାଣିଜ୍ୟ ମେଳା

ଯାଜପୁର: କାଳୀପୂଜା ଅବସରରେ କୁସୁମା ନିକଟରେ ଆରମ୍ଭ ହୋଇଛି ବିରଜା ଶ୍ରୀ ବାଣିଜ୍ୟ ମେଳା । ଯାଜପୁର ପୌରପାଳିକା ଏବଂ ନାବାର୍ଡର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିକ ସାମଗ୍ରୀର ବିକ୍ରି କରି…