Latest Odisha News

BREAKING NEWS

ବିଦ୍ୟୁତଙ୍କ ସନମ ରିମେକ ପାଇଁ ଆଗ୍ରହ ପ୍ରକାଶ କଲେ ହଲିଉଡ ନିର୍ମାତା

ମୁମ୍ବାଇ: ବିଦ୍ୟୁତ ଜାମୱାଲ ଅଭିନୀତ ଆକ୍ସନ ଥ୍ରୀଲର ସନକର ରିମେକ କରିବା ପାଇଁ ହଲିଉଡର ନାମୀ ନିର୍ମାତା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଏଥିନେଇ ଏହାର ନିର୍ମାତା ବିପୁଲ ଅମୃତଲାଲ ଶାହଙ୍କୁ ଅନୁମତି ମାଗିଛନ୍ତି । ସନକ ୧୫ ଅକ୍ଟୋବର ୨୦୨୧ରେ ଡିଜନୀ ହଟଷ୍ଟାରରେ ଡିଜିଟାଲ ରିଲିଜ କରାଯାଇଥିଲା ।…

ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ଶେୟାର କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ପୁନର୍ବାର ଘନୀଭୂତ ହୋଇଛି । ନିକଟରେ ନେତାଜୀଙ୍କ ପରି ଦେଖା ଯାଉଥିବା ରହସ୍ୟମୟ ଗୁମନାମୀ ବାବାଙ୍କ ଡିଏନଏ ରିପୋର୍ଟ ହୁଗୁଳିର ସାୟକ ସେନ ନାମକ ଜଣେ ବ୍ୟକ୍ତି ଆରଟିଆଇ ମାଧ୍ୟମରେ ମଗାଇଥିଲେ । ଏହାର ଉତର ରଖି ଆରଟିଆଇ ପକ୍ଷରୁ କୁହା…

କ୍ଷତିପୂରଣ ଦାବିରେ ମୃତ ଦେହ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ବିନିକା ରାସ୍ତାର ପାଣିସିଆଲି ଛକରେ ରାସ୍ତା ଅବରୋଧ କଲେ ଗ୍ରାମଵାସୀ । ଗତକାଲି ରାତିରେ ପମ୍ପଚର ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ମାଲବାହି ଟ୍ରକରେ ପିଟି ହୋଇ ଦୁଇଜଣ ବାଇକ ଆରୋହୀ ସରୋଜ ଭୋଇ ଓ ଟୁନା ଷାଣ୍ଢଙ୍କ ମୃତ୍ୟୁ ହୋଇଥିଲା । ତେବେ ଉଭୟ ମୃତକ ପରିବାରକୁ ୩ ଲକ୍ଷ…

ମାଟି ଚାଲାଣ ବେଳେ ୨ଟି ଟ୍ରାକ୍ଟର, ୧ଟି ଟ୍ରିପର, ପିସି ମେସିନ ଜବତ

କାମାକ୍ଷାନଗର  : ବେଆଇନ ଭାବେ ମାଟି ଚାଲାଣ ବେଳେ ୨ଟି ଟ୍ରାକ୍ଟର,୧ଟି ଟ୍ରିପର ଏବଂ ଗୋଟିଏ ପିସି ମେସିନ ଜବତ କରାଯାଇଛି  । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅନ୍ତର୍ଗତ ଶରଧାପୁର ଗାଁ କେନାଲ ନିକଟରୁ ବେଆଇନ ମାଟି ଚାଲାଣ ହେଉଥିଲା । ଏଥିସହିତ ଚୋରା ଚାଲାଣକାରୀଙ୍କ ଉପରେ ୮୦ ହଜାର…

ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ମିଳୁନି ସାହାରା

ନୂଆପଡା : ଜୀବନ ମୃତ୍ୟୁ ଭିତରେ ସଂଗ୍ରାମ କରୁଛି ବାପା । ଦୁଇ ପୁଅ ଚାରି ଝିଅ ଥାଇ ମଧ୍ୟ ବାପାକୁ ଦେଉନାହାଁନ୍ତି ସାହାରା । ପୁଅ ହୋଇ ବାପାକୁ ଦେଉଛି ନିର୍ଯାତନା । ଏନେଇ ଆଶା ଲଜରେ ଦିନ କାଟୁଛନ୍ତି ଭୁବନେଶ୍ବର ବିଶି । ଏଭଳି ଅଭାବନୀୟ ଦୃଶ୍ୟ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବିଛନାପାଲି…

ଟି୨୦ ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନକୁ ହରାଇଲା ନ୍ୟୁଜିଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ନିଜସ୍ୱ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ପ୍ରଥମ ମୁକାବିଲାରେ କିୱି ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ଗ୍ରୁପ ୧ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ…

କାନ୍ତାରା ଫିଲ୍ମକୁ ନେଇ ବିବାଦ

ବାଙ୍ଗାଲୋର: କର୍ଣ୍ଣାଟକ ଫିଲ୍ମ କାନ୍ତାରା ଏବେ ଦେଶ ଓ ବିଦେଶରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଫିଲ୍ମକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି । ୧୬ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ୧୫୦ କୋଟିରୁ ଊର୍ଦ୍ଧ୍ୱ ରୋଜଗାର କରି ସାରିଲାଣି । ତେବେ ଏହି ଫିଲ୍ମକୁ ନେଇ ଏବେ ଏକ ବିବାଦ ସୃଷ୍ଟି…

ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି

ଭୁବନେଶ୍ୱର: ସୋମବାର ଦୀପାବଳି, ମଙ୍ଗଳବାର ସୂର୍ଯ୍ୟ ପରାଗ । ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨୫ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ ଆଦି ସମସ୍ତ…

ମୁହଁରେ ବଢୁଛି ମାଂସ ପିଣ୍ଡୁଳା କେମିତି ପୋଷିବି ପରିବାର ?

ନବରଙ୍ଗପୁର : ଯୁବତୀଙ୍କ ମୁହଁରେ ବଢୁଛି ମାଂସ ପିଣ୍ଡୁଳା । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଦୂତିକା ଯାନୀ । ପରିବାର ବୋଝ ଉଠାଉଥିବା ବେଳେ ଆଜି ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି ଦୂତିକା । ରାଜ୍ୟ ବାହାରକୁ ପେଟପୋଷିବାକୁ ଯାଇଥିବାବେଳେ…

ଦୁର୍ଘଟଣାରେ ୧୫ ପ୍ରବାସୀ ଶ୍ରମିକ ମୃତ, ଦୀପାବଳି ମନାଇବାକୁ ଘରକୁ ଫେରୁଥିଲେ

ଭୋପାଳ: ଦୀପାବଳି ପାଳିବାକୁ ଉତ୍ସାହର ସହ ଘରକୁ ବାହାରିଥିଲେ । କାହା ହାତରେ ମିଠା ପ୍ୟାକେଟ୍ ତ ଆଉ କାହା ବ୍ୟାଗରେ ନୂଆ ପୋଷାକ । ଆଲୋକର ପର୍ବ ଦୀପାବଳି ପାଳିବା ଲାଗି ପାଖାପାଖି ଶହେ ଶ୍ରମିକ ମଧ୍ୟପ୍ରଦେଶର ରେୱାରୁ ଉତ୍ତରପ୍ରଦେଶ ଅଭିମୁଖେ ବସ୍ ଯୋଗେ ବାହାରିଥିଲେ । ହେଲେ ଆଲୋକର ପର୍ବ…