Latest Odisha News

BREAKING NEWS

ଟ୍ରକକୁ ପିଟିଲା ବାଇକ୍, ୨ ବାଇକ୍‌ ଆାରୋହୀ ମୃତ

ସୁବର୍ଣ୍ଣପୁର : ପାଣିସିଆଲି ଛକ ନିକଟରେ ବଡ଼ ଅଘଟଣ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବାଇକ୍ l ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି  l ମୃତକ ଦୁଇଜଣ ହେଲେ ବାବୁପାଲି ଗାଁର ସରୋଜ ଭୋଇ ଏବଂ ଅଏଁଲାପାଲି ଗାଁର ଟୁନା ଷାଣ୍ଡ । ଉଭୟ ସ୍ଥାନୀୟ ଏକ ଗୋଦାମରେ ଶ୍ରମିକ…

୧୭ ବର୍ଷରୁ କମ ମହିଳା ବିଶ୍ୱକପ : ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର: ଚଳିତ ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ବିଶ୍ୱର ଏକ ନମ୍ବର ଟିମ ଆମେରିକାକୁ ପେନାଲ୍ଟି ଶୁଟଆଉଟରେ ହରାଇ ନାଇଜେରିଆ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ନାଇଜେରିଆ ଏହି ମେଗା ଇଭେଂଟର ସେମିକୁ ଉନ୍ନୀତ ହୋଇଛି । ପୂର୍ବରୁ ୨୦୧୦,…

ଶ୍ରୀକ୍ଷେତ୍ରରେ ୧୦୫ ବର୍ଷୀୟ ବୃଦ୍ଧାଙ୍କ ହବିଷ୍ୟ ବ୍ରତ ପାଳନ

ପୁରୀ : ମହାପ୍ରଭୁଙ୍କ ଭକ୍ତି ଆଗରେ ହାର ମାନିଛି ହାରାମଣିଙ୍କ ବୟସ । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ହବିଷ୍ୟ ବ୍ରତ ପାଳନ କରୁଛନ୍ତି ୧୦୫ ବର୍ଷୀୟା ବୃଦ୍ଧା । ଆଖିକୁ ଭଲରେ ଦିଶୁ ନାହିଁ ... ଅଣ୍ଟା ନଇଁପଡ଼ିଲାଣି ହେଲେ ସମସ୍ତ ନୀତି ନୀୟମ ମାନି ପାଳନ କରୁଛନ୍ତି ବ୍ରତ।…

କବିତା : ସ୍ମୃତି

ମହମ୍ମଦ ତଫିଜୁଲ୍ ହୋସେନ  ସ୍ମୃତିତ ଅନେକ ଅଛି ବୁଣିବା ପାଇଁ ସବୁଠି ନିର୍ଜନ ମରୁଭୂମି ଉର୍ବର ଭୂମି ଖୋଜି ଚାଲିଛି ସେ ଅଙ୍କୁରିତ ହେବ, ଶାଖା ପ୍ରସାରିତ କରିବ ଦ୍ରୁମରୁ ମହାଦ୍ରୁମ ହୋଇ ଛାଇ ଦେବ ଥକ୍କା ମଣିଷଙ୍କୁୁ, ପଥହରା ପଥିକଙ୍କୁ ଭଙ୍ଗା ହୃଦୟେ ଧରି ବୁଲୁଥିବା ପ୍ରେମିକଙ୍କୁ…

ଡୋପ ଟେଷ୍ଟରେ ଧରାପଡି ସାମୟିକ ବାସନ୍ଦ ହେଲେ ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି

ଲଣ୍ଡନ: ଦି ଇଂଟରନ୍ୟାଶନାଲ ଟେନିସ ଇଂଟିଗ୍ରିଟି ଏଜେନ୍ସି (ଆଇଟା) ବିଶ୍ୱର ପୂର୍ବତନ ମହିଳା ଏକ ନମ୍ବର ଖେଳାଳି ସାଇମନ ହାଲେପଙ୍କୁ ସାମୟିକ ଭାବେ ବାସନ୍ଦ କରିଛି । ରୋମାନିଆର ଏହି ୩୧ ବର୍ଷୀୟା ଖେଳାଳିଜଣଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୟୁଏସ ଓପନ ଅବସରରେ ତାଙ୍କଠାରୁ…

ଏମିତି ଚାଲିଛି ସ୍ୱାସ୍ଥ୍ୟସେବା, ମୋବାଇଲ୍ ଲାଇଟରେ ଅଟୋ ଭିତରେ ରୋଗୀଙ୍କୁ ଦେଲେ ଇଞ୍ଜେକ୍ସନ୍

ନିଆଳି: ରାଜଧାନୀରୁ ମାତ୍ର ୪୦ କିଲୋମିଟର ଦୂର । ମାତ୍ର ରୋଗୀଙ୍କୁ ମିଳୁନି ମୌଳିକ ସ୍ୱାସ୍ଥ୍ୟ ସୁବିଧା । ଗୁରୁତର ରୋଗୀଙ୍କୁ ଅଟୋରେ ଇଞ୍ଜେକ୍ସନ୍ ଓ ସାଲାଇନ୍ ଚଢ଼ାଇ ରେଫର୍ କରି ଦେଉଛନ୍ତି ଡାକ୍ତର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଅନ୍ଧାର…

ଟି୨୦ରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ

ମେଲବୋର୍ଣ୍ଣ: ଟି୨୦ କ୍ରିକେଟରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଚଳିତ ଟି୨୦ ବିଶ୍ୱକପରେ ରୋହିତଙ୍କୁ ୭ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ ମ୍ୟାଚରୁ ୪୧ ବିଜୟ ହାସଲ କରିଛି ।…

୯ ଦଫା ଦାବିରେ ଦଣ୍ଡ ପ୍ରଣାମ ପଦଯାତ୍ରା କଲା ଡ୍ରାଇଭର ମହାସଂଘ

କାମାକ୍ଷାନଗର : ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ଦାବି ପୂରଣ ନେଇ ଦଣ୍ଡ ପ୍ରଣାମ ପଦଯାତ୍ରା । ରାଜ୍ୟର ସମସ୍ତ ବ୍ଲକରେ ୯ ଦଫା ଦାବି ପୂରଣ ନେଇ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । କାମାକ୍ଷାନଗର ହନୁମାନ ବଜାର ଠାରୁ ଆରମ୍ଭ କରି ଦଣ୍ଡ ପ୍ରଣାମ ପଦଯାତ୍ରାରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ଟି୨୦ ବିଶ୍ୱକପ : ଚୂଡାନ୍ତ ହେଲା ସୁପର ୧୨ ଟିମ, ଏଥର ହେବ ପ୍ରକୃତ ମୁକାବିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ୨୨ ଅକ୍ଟୋବରରୁ ବିଶ୍ୱକପ ଦ୍ୱିତୀୟ ପର୍ଯ୍ୟାୟ ଅଥବା ପ୍ରକୃତ ମୁକାବିଲା ଆରମ୍ଭ ହେବ । ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଏବଂ ଗ୍ରୁପ ୨ରେ…