Latest Odisha News

BREAKING NEWS

ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ପୋଲିସର ତନାଘନା ଜାରି

ଢେଙ୍କାନାଳ: ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼। କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ଦୁଇ ଜଣ…

ଆଇଆରସିଟିସି ଘୋଟାଲା: କୋର୍ଟରେ ହାଜର ହେବେ ତେଜସ୍ୱୀ, ଖାରଜ ହେବ କି ଜାମିନ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଇଆରସିଟିସି ଘୋଟାଲା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ଦିଲ୍ଲୀ କୋର୍ଟରେ ହାଜର ହେବେ। ଏହି ସମୟରେ ଯଦି ତେଜାଶ୍ୱୀଙ୍କ ଜାମିନ ବାତିଲ ହୁଏ, ତେବେ ସେ ଜେଲ ଯିବାର ସମ୍ଭାବନା ରହିଛି। ସେପଟେ ସିବିଆଇ ତାଙ୍କ ଜାମିନ ବାତିଲ କରିବା ପାଇଁ କୋର୍ଟରେ…

ଆଜିଠୁ ଜାତିସଂଘ ମୁଖ୍ୟଙ୍କ ୩ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ (ୟୁଏନ) ର ସେକ୍ରେଟେରୀ ଜେନେରାଲ୍ ତଥା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଆଜିଠାରୁ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁଟେରସ ଭାରତ…

ଧନୁଯାତ୍ରା ପାଇଁ ଭୋଟ ମାଧ୍ୟମରେ ହେବ ନୂତନ କଳାକାର ଚୟନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ୭୫ତମ ଧନୁଯାତ୍ରାରେ କଂସଠୁ ଆରମ୍ଭ କରି ଅନ୍ୟ ବିଶିଷ୍ଟ ଭୂମିକାର କଳାକାରଙ୍କର ନୂତନ ଭାବେ ଚୟନ ନିମନ୍ତେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ ହେବ। ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ହେଲା ନିଷ୍ପତ୍ତି। ୭୫ତମ…

୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ: ମଙ୍ଗଳବାର ଆର୍ଥାତ୍ ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର। ବିମାନବନ୍ଦରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ସକାଳ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ୨ଟି ରନୱେ ବନ୍ଦ ରହିବ। ଏଥିଲାଗି ୬ ଘଣ୍ଟା ପାଇଁ ଏଠାରେ କୌଣସି…

ମାଆ ନାମରେ ଥାନାରେ ଅଭିଯୋଗ କଲା କୁନି ବାଳକ: କଜ୍ଜ୍ୱଳ ଲଗାଇବାକୁ କହୁଛି, ଚକୋଲେଟ ନେଇ ଯାଉଛି

ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରର ଏକ ମଜାଦାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଗୋଟିଏ ୩ ବର୍ଷରୁ ଶିଶୁ ତା ମାଆ ନାମରେ ଥାନାରେ ଅଭିଯୋଗ କରିଛି । ଯାହାର ଭିଡିଓ ସମସ୍ତଙ୍କୁ ମଜା ଲାଗୁଛି । ଘଟଣାଟି ଏହିପରି.. ବୁରହାନପୁର ଥାନାର ଏସଆଇ ପ୍ରିୟଙ୍କାଙ୍କ ନାୟକଙ୍କ…

ଆର ପାରିରେ ଆଧୁନିକ ଭାଗିରଥୀ

ବାଙ୍ଗାଲୋର: ପଣ୍ଡ ମ୍ୟାନ ଓ ୱାଟର ୱାରିୟର ଭାବେ ପରିଚିତ କଲମାନେ କାମେଗୌଡାଙ୍କ ଆଜି ୮୨ ବର୍ଷରେ ପରଲୋକ ହୋଇଯାଇଛି । ଏହି ଜଳ ଯୋଦ୍ଧାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ତାଙ୍କୁ ପ୍ରଶଂସା କରିଥିଲେ । ମାଣ୍ଡ୍ୟାର ଦସନାଦୋଡ୍ଡୀ ଗ୍ରାମର କାମେଗୌଡା…

ବର୍ଷାରେ ଧୋଇ ହୋଇ ଯିବକି ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ ?

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସବୁଠାରୁ ହାଇ ଭୋଲଟେଜ ମ୍ୟାଚ ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ରିପୋର୍ଟ ଅନୁସାରେ ମ୍ୟାଚ ଦିନ ୭୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି…

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୩୧ ରନରେ ହରାଇଲା ଜିମ୍ବାୱେ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ବି କ୍ୱାଲିଫାଇଂ ମୁକାବିଲାରେ ଜିମ୍ବାୱେ ୩୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରି ସୁପର ୧୨ରେ ପ୍ରବେଶ ଆଶା ଉଜ୍ଜବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ କରିଥିଲା । ସିକନ୍ଦର ରାଜା ୮୨ ରନର ଚମକପ୍ରଦ ଇନିଂସ…

ମହାପ୍ରସାଦ ଦରକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ଲାଗି ରହିଛି ଗହଳି ଚହଳି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଭିଡ଼ ହୋଇଥାଏ ତା ଠାରୁ ବେଶୀ ଆନନ୍ଦ ବଜାରରେ ଗହଳି ହୋଇଥାଏ  । କାରଣ କାର୍ତ୍ତିକ ମାସରେ ମହାପ୍ରସାଦର ଚାହିଦା  ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ…