Latest Odisha News

BREAKING NEWS

ଝିଅର ୟୁପିଏସସି ପରୀକ୍ଷା ପାଇଁ ଅଟୋରେ ପାଠ ପଢୁଛନ୍ତି ଉବର ଡ୍ରାଇଭର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆର ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ ସେମାନଙ୍କ ପିଲା ଆଗକୁ ବଢନ୍ତୁ ଏବଂ ଭଲ ମଣିଷ ହୋଇ ବଡ଼ ଚାକିରି କରନ୍ତୁ। ସେଥିଲାଗି ପିଲାଙ୍କ ପାଠ ପଢିବା ପାଇଁ ବାପା-ମାଆ କଠିନ ପରିଶ୍ରମ କରିବାକୁ ପଛାଉ ନାହାଁନ୍ତି। ସେ ଗରିବ ହୁଅନ୍ତୁ କିମ୍ବା ଧନୀ, ପ୍ରତ୍ୟେକ…

କବିତା : ଆଜି ମୁଁ ଏକା

ପବିତ୍ର ବେହେରା ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।। ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ କିନ୍ତୁ ଏଠି ଏକାପଣ ସମ ନିଜ ଶବକୁ ନିଜେ ବୋହି ଚାଲିଛି।। ଜୀବନର ନିଷ୍ଠୁର ବାସ୍ତବତା ମଧ୍ୟରେ…

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଆସନ୍ତା ୧୭ରେ ବର୍ଷାଙ୍କୁ ଜେରା

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। କଟକର ଫ୍ୟାମିଲି କୋର୍ଟ ବା ପାରିବାର ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ମଙ୍ଗଳବାର ସମୟ…

ପାକିସ୍ତାନକୁ ମ୍ୟାଲେରିଆ ଭୟ, ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକ୍

ଇସଲାମାବାଦ: ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ। ଦିନକୁ ଦିନ ଏହି ଦେଶରେ ବ୍ୟାପୁଛି ମ୍ୟାଲେରିଆ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି। ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିବା ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଇଛି। ଏହାକୁ…

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ଵର : ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ…

ଲାଞ୍ଚ ନେବା ବେଳେ ସହକାରୀ ଡାକ ଅଧିକ୍ଷକଙ୍କୁ ଧରିଲା ସିବିଆଇ

ଅନୁଗୁଳ: ସିବିଆଇ ପଞ୍ଝାରେ ଅନୁଗୁଳ ମୁଖ୍ୟ ଡାକଘର ସହକାରୀ ଡାକ ଅଧିକ୍ଷକ। ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରାପଡ଼ିଲେ ଟିକନ କୁମାର । ପୋଷ୍ଟ ମାଷ୍ଟରଙ୍କୁ ବଦଳି ଧମକ ଦେଇ ଲାଞ୍ଚ ନେବା ବେଳେ ଡାକ ଅଧିକାରୀଙ୍କୁ ଧରିଲା ସିବିଆଇ। ଅନୁଗୁଳ ଜିଲ୍ଲା କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ…

ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା !

ଓଡ଼ିଶା ସମ୍ବାଦ ବ୍ଯୁରୋ: ଅକ୍ଟୋବର ୧୮ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ଏକ ସୁପରସାଇକ୍ଲୋନ ବା ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ଏପରି କିଛି ଇସାରା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବଣ…

ବଡ଼ ପରଦାରେ ଟି-୨୦ ବିଶ୍ୱକପ: INOX ସିନେମା ହଲରେ ପ୍ରଦର୍ଶିତ ହେବ କ୍ରିକେଟ୍ ମ୍ୟାଚ

ନୂଆଦିଲ୍ଲୀ: ଜମିବ ଟି-୨୦ ବିଶ୍ୱକପ୍। ବଡ ପରଦାରେ ଦେଖିବାକୁ ମିଳିବ କ୍ରିକେଟ୍ ମ୍ୟାଚ। ଦେଶର ଅଗ୍ରଣୀ ମଲ୍ଟିପ୍ଲେକ୍ସ କମ୍ପାନୀ INOX ସିନେମା ହଲରେ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟ୍। ସାରା ଦେଶରେ ଏହି ସିନେମା ହଲରେ ଆଗାମୀ ଆଇସିସି ଟି -୨୦ ବିଶ୍ୱକପ୍ ଭାରତ ଦ୍ୱାରା ଖେଳାଯିବାକୁ ଥିବା…

ଇସ୍ରାଏଲ-ଲେବାନନ ମଧ୍ୟରେ ଐତିହାସିକ ଚୁକ୍ତି

ୟେରୁଜେଲମ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆଜି ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ମାଧ୍ୟମରେ ଉଭୟ ଦେଶ ଦୀର୍ଘ ଦିନର ସମୁଦ୍ର ସୀମା ବିବାଦର ଅନ୍ତ ଘଟାଇଛନ୍ତି । ଏହି ଦୁଇ ଶତ୍ରୁ ଦେଶ ମଧ୍ୟରେ ହୋଇଥିବା ବୁଝାମଣାରେ ଏବେବି କେତେକ ପଂଏଟ ନେଇ ବୁଝାମଣା ଶେଷ ସୀମାରେ ପଂହଚି…

ସୋନାକ୍ଷୀ, ହୁମାଙ୍କ ଡବଲ ଏକ୍ସେଲ ଫିଲ୍ମରେ ନଜର ଆସିବେ ଧାୱନ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଓ ହୁମା କ୍ୟୁରେଶୀଙ୍କ ଆଗାମୀ ଫିଲ୍ମ ଡବଲ ଏକ୍ସେଲରେ ଦର୍ଶକମାନଙ୍କୁ ଜଣେ କ୍ରିକେଟରଙ୍କ ଭୂମିକା ଚକିତ କରିବ । ଏହି କ୍ରିକେଟର ଜଣକ ହେଲେ ଶିଖର ଧାୱନ । ସେ ଫିଲ୍ମରେ ଛୋଟ କିନ୍ତୁ ଦମଦାର ରୋଲ କରିଛନ୍ତି । ମୋ ନିକଟକୁ ଯେତେବେଳେ ଏହି ଫିଲ୍ମରେ ଅଭିନୟ କରିବା…