ଗାଙ୍ଗୁଲି ମନା କରିବା ପରେ ଅରୁଣ ଧୂମାଲ ହୋଇପାରନ୍ତି ଆଇପିଏଲ ଚେୟାରମ୍ୟାନ
ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ ଚେୟାରମ୍ୟାନ ହେବାକୁ ମନା କରିବା ପରେ ଏବେ କୋଷାଧ୍ୟକ ଅରୁଣ ଧୂମାଲଙ୍କୁ ଏହି ଦାୟିତ୍ୱ ମିଳିପାରେ । ନଭେମ୍ବରରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ୭୦ ବର୍ଷରେ ପଦାର୍ପଣ କରିବେ । ଏଥିସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂଆ…