Latest Odisha News

BREAKING NEWS

ସରୋଜ ବଳ ପାଇବେ ରାଜ୍ୟ ସ୍ତରୀୟ ‘ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ କବି ସରୋଜ ବଳ ମନୋନୀତ ହୋଇଛନ୍ତି। ୬ ଟି ଗଳ୍ପ ସଙ୍କଳନ, ୯ ଟି କବିତା ସଙ୍କଳନ ଓ ୨ଟି ଉପନ୍ୟାସର ସ୍ରଷ୍ଟା ଶ୍ରୀ ବଳ ଓଡ଼ିଆ ସାହିତ୍ୟ ଜଗତର…

୨୦୧୯ରେ ବିଜେପି ହାରିଥିବା ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ରାଲି

ନୂଆଦିଲ୍ଲୀ: ମିଶନ ୨୦୨୪ । ବିଜେପି ଆରମ୍ଭ କଲା ରଣନୀତି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ ମଜବୁତ କରିବାକୁ ଯୋଜନା କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପୂର୍ବରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଗୃହମନ୍ତ୍ରୀ…

ଅଷ୍ଟ୍ରେଲିଆରେ ୧୧ ବର୍ଷ ପରେ ଟି-୨୦ କ୍ରିକେଟରେ ଇଂଲଣ୍ଡର ପ୍ରଥମ ବିଜୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡଠୁ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।  ଇଂଲଣ୍ଡର ଏଲେକ୍ସ ହେଲ୍ସ (୮୪) ଏବଂ ଜୋସ୍ ବଟଲର (୬୮) ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ମାର୍କ ଉଡ (୩୪/୩)ଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡ…

ଦୁଇ ମହିଳା ମଓବାଦୀଙ୍କ ସହ କଂଗ୍ରେସ ନେତା ଗିରଫ

ରାୟପୁର: ପୋଲିସ ଜଣେ କଂଗ୍ରେସ ନେତାଙ୍କ ସମେତ ଦୁଇ ମହିଳା ମାଓବାଦୀଙ୍କୁ ଗିରଫ କରିଛି । ଦୁଇ ମହିଳା ମାଓବାଦୀଙ୍କୁ ଚିକିତ୍ସା ପାଇଁ ତେଲେଙ୍ଗାନା ନେଇଯାଉଥିଲେ କଂଗ୍ରେସ ନେତା। ଗିରଫ କଂଗ୍ରେସ ନେତା ଛତିଶଗଡ ବିଜାପୁରର। ପୋଲିସ ସୂଚନା ପାଇଥିଲା ଯେ ବିଜାପୁର ଜିଲ୍ଲାର ଭୋପାଳପାଟନମ୍ ବ୍ଲକରେ…

ପୁଟିନ ଡାକିଲେ ସୁରକ୍ଷା ପରିଷଦ ଜରୁରୀ ବୈଠକ, ଚିନ୍ତାରେ ୟୁକ୍ରେନ

ମସ୍କୋ: ୟୁକ୍ରେନର ସ୍ଥିତି ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଛନ୍ତି । ସୋମବାର ବସିବାକୁ ଥିବା ଏହି ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ବୈଠକ ପୂର୍ବରୁ ସମଗ୍ର ୟୁକ୍ରେନରେ…

ନକଲି ପୋଲିସ ଗିରଫ, ସ୍ଥାନୀୟ ଲୋକେ ଦେଲେ ଉତ୍ତମ ମଧ୍ୟମ

ଘଟଗାଁ: ନକଲି ପୋଲିସ ଗିରଫ । କେନ୍ଦୁଝର ଘାଟଗାଓଁ ପୋଲିସ ଏହି ନକଲି ପୋଲିସକୁ ଗିରଫ କରିଛି । ଚାକିରୀ ଦେବା ବାହାନା କରି ଠକେଇ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଘେରୁ ଆସିଥିଲା  ପରେ ଗିରଫ କରିଛି ପୋଲିସ। ଗିରଫ ବ୍ୟକ୍ତି ସୁଜିତ ପଢ଼ିଆରୀ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି।…

ହିନ୍ଦୁ ଦେବତାଙ୍କୁ ଅପମାନିତ କରି ବିବାଦୀୟ ହେବା ପରେ ଇସ୍ତଫା ଦେଲେ କେଜ୍ରିଓ୍ୱାଲଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଶାସକ ଦଳ ଆମ୍ ଦାମି ପାର୍ଟି ସରକାରର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି, ଯେଉଁ କାରଣରୁ ସେ ସମାଲୋଚିତ ହେବା ପରେ ସେ ଇସ୍ତଫା ଦେଇଛନ୍ତି। ଆପ ସରକାରରେ ସାମାଜିକ କଲ୍ୟାଣ…

ରାଷ୍ଟ୍ରପତି ମୁର୍ମୁଙ୍କୁ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ରାଉରକେଲାରେ ଅଣ୍ଡାମାଡ

ରାଉରକେଲା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଡକ୍ଟର ଉଦିତ ରାଜଙ୍କୁ ବିରୋଧ । ରବିବାର ରାଉରକେଲାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ନେତା ଉଦିତ ରାଜ…

ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଖେଳ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଚାଲିଗଲା ପ୍ରାଣ । ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଣେଇଲତା ଗାଁରେ ଅଭାବନୀୟ ଘଟଣା ଘଟିଛି । ଫୁଟବଲ୍ ଖେଳ ବେଳେ ହୋଇଥିବା ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ…

ଶିକ୍ଷୟିତ୍ରୀରୁ OAS, ଜଞ୍ଜାଳ ଭିତରେ ସ୍ୱପ୍ନ ସାକାର

ଝାରସୁଗୁଡ଼ା: ପେଶାରେ ଶିକ୍ଷୟିତ୍ରୀ । ତା ସାଙ୍ଗକୁ ପରିବାରର ବୋଝ । ତଥାପି ସେ ହାର୍ ମାନି ନାହାଁନ୍ତି । ବ୍ୟସ୍ତ ବହୁଳ ଜୀବନରେ ବ୍ୟତିବସ୍ତ ନହୋଇ ସଫଳତା ପାଇଛନ୍ତି । ଜଣେ ଶିକ୍ଷୟିତ୍ରୀରୁ ସେ ହୋଇଛନ୍ତି OAS । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା…